ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ କରୱାଚୌଥର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ କରୱାଚୌଥ ବ୍ରତ ପାଳନ କରୁଥିବା ଦୃଶ୍ୟ ଦେଖିପାରିବେ । ମାତ୍ର ଏହି ଭିଡିଓରେ ଅଦ୍ଭୁତ ଦୃଶ୍ୟ ଦେଖାଯାଇଛି । ଯାହାକୁ ଲୋକେ ଥରେ ନୁହେଁ ବରଂ ବାରମ୍ବାର ଦେଖୁଛନ୍ତି । View this post on Instagram A post shared by … Continue reading ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..