www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ କରୱାଚୌଥର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ କରୱାଚୌଥ ବ୍ରତ ପାଳନ କରୁଥିବା ଦୃଶ୍ୟ ଦେଖିପାରିବେ । ମାତ୍ର ଏହି ଭିଡିଓରେ ଅଦ୍ଭୁତ ଦୃଶ୍ୟ ଦେଖାଯାଇଛି । ଯାହାକୁ ଲୋକେ ଥରେ ନୁହେଁ ବରଂ ବାରମ୍ବାର ଦେଖୁଛନ୍ତି ।

- Advertisement -

ଭିଡିଓରେ ଦେଖିପାରିବେ, ଜଣେ ମହିଳା ଛାତ ଉପରେ ବ୍ରତର ବିଧି ଅନୁଯାୟୀ ଚାନ୍ଦକୁ ଦେଖୁଛନ୍ତି । ଏକ ଚାଲୁଣୀ ନେଇ ସ୍ୱାମୀଙ୍କ ନିକଟକୁ ଯାଉଛନ୍ତି । ମାତ୍ର ତା’ପରେ ଯାହା ଘଟୁଛି ନଦେଖିଲେ ବିଶ୍ୱାସ କରିବେ ନାହିଁ । ମହିଳା ଜଣକ ହଠାତ୍‌ ସ୍ୱାମୀଙ୍କ ଜଙ୍ଘରେ ଏକ ପାଦ ଓ କାନ୍ଧରେ ଏକ ପାଦ ରଖି ଷ୍ଟଣ୍ଟ କରୁଥିବା ଦେଖିପାରିବେ । ଏହି ଭିଡିଓ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ କ୍ରୋଧ ପ୍ରକାଶ କରିଛନ୍ତି । ପୂଜାର୍ଚ୍ଚନା ଓ ପରମ୍ପରା ସହ ଏଭଳି ଭୁଲ୍‌ ନେଇ ନାନା ମତ ଦେଇଛନ୍ତି ।ଭିଡିଓଟିକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି ।

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories