ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

ଶାରଦୀୟ ନବରାତ୍ରର ପ୍ରଥମ ଦିନ ଶନି ଦେବଙ୍କର ନକ୍ଷତ୍ର ପରିବର୍ତ୍ତନ ହେଉଛି । ବର୍ଷ ୨୦୨୪ରେ ଏହା ଶନି ଗ୍ରହଙ୍କ ଶେଷ ନକ୍ଷତ୍ର ପରିବର୍ତ୍ତନ । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ୧୨ ରାଶି ଉପରେ କି କି ପ୍ରଭାବ ପଡିବ ଜାଣନ୍ତୁ.. ୩ ଅକ୍ଟୋବର, ଗୁରୁବାର ଶନି ରାହୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ । ୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବେ । ଏହି ସମୟରେ ଶନି ଖୁବ୍‌ ବଳବାନ୍‌ ହେବେ । … Continue reading ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..