କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..

ନୂଆଦିଲ୍ଲୀ : ଆପଣ କାର୍‌ କିଣିବାକୁ ଚାହୁଁଛନ୍ତି କି? ତେବେ କମ୍ପାନୀ ଆଣିଛି ଆକର୍ଷଣୀୟ ଅଫର୍‌ । ଦୀପାବଳି ପୂର୍ବରୁ କାର୍‌ କ୍ରେତାଙ୍କ ପାଇଁ ଅକ୍ଟୋବରରେ କାର୍‌ କମ୍ପାନୀ ଓ ଡିଲରସିପ୍‌ ବଡ ରିହାତି ସହ ଆଣିଛନ୍ତି ଆକର୍ଷଣୀୟ ଅଫର୍‌ । ଏହି ସମୟରେ କାର୍‌ କିଣିବାକୁ ଚାହିଁଲେ ଆପଣ ଲାଭବାନ୍‌ ହେବେ । ତେବେ ଜାଣନ୍ତୁ କେଉଁ କାର୍‌ କିଣିଲେ କିଣିଲେ କେତେ ରିହାତି ମିଳିବ.. ଦୀପାବଳି ପୂର୍ବରୁ ଅନେକ କାର୍‌ ନିର୍ମାତା କମ୍ପାନୀ ବମ୍ପର … Continue reading କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..