www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ମନଛୁଆଁ ଭିଡିଓ ; ବର୍ଷାରେ ମାହୁନ୍ତ ସହ ଭ୍ରମଣରେ ବାହାରିଲା ହାତୀ..

ନୂଆଦିଲ୍ଲୀ : ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଏକ ହାତୀ ଓ ତା’ର ମାହୁନ୍ତଙ୍କର ସୁନ୍ଦର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।୨୭ ସେକେଣ୍ଡର ଏହି ଭିଡିଓ ତାମିଲନାଡୁର ଅନାମଲାଇ ଟାଇଗର ରିଜର୍ଭର କୋଝିକାମୁଦୀ ହାତୀ ଶିବିରରେ ରେକର୍ଡ କରାଯାଇଛି।


ଭିଡିଓରେ ଦେଖିପାରିବେ,ଦ୍ୱିପ୍ରହରରେ ବର୍ଷା ହେଉଥିବା ସମୟରେ ମାହୁନ୍ତ ସହ ହାତୀ ଭ୍ରମଣରେ ବାହାରିଛନ୍ତି। ରାସ୍ତାରେ ମାହୁନ୍ତ ଜଣକ ଚାଲୁଛନ୍ତି। ମାହୁନ୍ତ ଏକ ଛତା ଧରିଛନ୍ତି। ହାତୀକୁ ମଧ୍ୟ ସ୍ନେହ କରୁଛନ୍ତି। ମୌସୁମୀ ବର୍ଷାରେ ହାତୀ ଓ ମାହୁନ୍ତ ମଧ୍ୟରେ ଏହି ମନଛୁଆଁ ଦୃଶ୍ୟ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଠାରୁ କମ୍‌ ନୁହେଁ । ଯାହାକୁ ଲୋକେ ବାରମ୍ବାର ଦେଖିବାକୁ ପସନ୍ଦ କରିଛନ୍ତି ।

ବାଂଲାଦେଶ ହିଂସା ; ହିନ୍ଦୁଙ୍କ ଘର,ଦୋକାନକୁ ଟାର୍ଗେଟ, ଜାଳିଲେ ଇସକନ୍‌ ମନ୍ଦିର..

- Advertisement -


ଲୋକେ ଭିଡିଓ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ ଶାନ୍ତିପୂର୍ଣ୍ଣ ଓ ଦିବ୍ୟ ଭଳି ଶବ୍ଦ ଭିଡିଓ ପାଇଁ ବ୍ୟବହାର କରିଛନ୍ତି।

ବୁଧଙ୍କ ଓଲଟା ଚଳନ ଆରମ୍ଭ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ମିଳିବ ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories