ବାଂଲାଦେଶ ହିଂସା ; ହିନ୍ଦୁଙ୍କ ଘର,ଦୋକାନକୁ ଟାର୍ଗେଟ, ଜାଳିଲେ ଇସକନ୍‌ ମନ୍ଦିର..

ନୂଆଦିଲ୍ଲୀ : ବାଂଲାଦେଶରେ ହିଂସା ଜାରି ରହିଛି। ହିଂସା ପରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି । ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ବିକ୍ଷୋଭକାରୀମାନେ ଏଠାରେ ପ୍ରାୟ ୨୭ଟି ଜିଲ୍ଲାର ହିନ୍ଦୁମାନଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟିଛନ୍ତି । … Continue reading ବାଂଲାଦେଶ ହିଂସା ; ହିନ୍ଦୁଙ୍କ ଘର,ଦୋକାନକୁ ଟାର୍ଗେଟ, ଜାଳିଲେ ଇସକନ୍‌ ମନ୍ଦିର..