ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଗାଡି ଚାଳକଙ୍କ ଧାରଣା

ଟିଟଲାଗଡ : ନିର୍ବାଚନ ପରିଚାଳନାରେ ବ୍ୟବହାର କରାଯାଉଥିବା ଗାଡି ଚାଳକଙ୍କ ଖାଇବା ଖର୍ଚ୍ଚ ଦାବି କରି ଧାରଣା ଦିଆଯାଇଛି। ଏ ନେଇ ଡିଏଭି କଲେଜ ସମ୍ମୁଖରେ ୫୯ ଜାତୀୟ ରାଜପଥ ଅବରୋଧ କରାଯାଇଛି।

kalyan agarbati

Comments are closed.