ପିପିଦେବ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

ତିଗିରିଆ: ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଅଧ୍ୟକ୍ଷା ଡ. ସୁଧାଂଶୁବାଳା ଦାସ, ପ୍ରାଧ୍ୟାପକ ସୁଧୀର ନାଥ, ବନୋଜ କୁମାର ଦାଶ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ମହାବିଦ୍ୟାଳୟ ପରିସର ସେ‘ଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡ. ପତିତପାବନ ପଣ୍ଡାଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ରାକେଶ କୁମାର ସାହୁ, ଦୀପକ ଦାସ, ପ୍ରିୟଙ୍କା ବେହେରା, ଲିପି ପାତ୍ର ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ପରିସର ସେ‘ଇକୁ ସ‘ଳ କରିଥିଲେ।
Comments are closed.