ହରଭଙ୍ଗା: ମହାନଦୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମଥୁରା ପଞ୍ଚାୟତର ଝରାସାହି ଗ୍ରାମର ୧୬ଟି ପରିବାର ପାଖରେ ପହଞ୍ଚିଲେ ହରଭଙ୍ଗା ତହସିଲଦାର। ବୁଧୁବାର ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ସେମାନଙ୍କୁ ପଲିଥିନ ଦେବା ସହ ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ତାଙ୍କ ସହ ଅତିରିକ୍ତ ତହସିଲଦାର ହରିଓମ ଭୋଇ, ରାଜସ୍ୱ ନିରୀକ୍ଷକ ଜଳନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



