Browsing Tag

thesamaja

କରୋନା କଷ୍ଟ, ରାଜ୍ୟର ୬୮୨୯ ପୁଲିସ ସଂକ୍ରମିତ

ଭୁବନେଶ୍ୱର: କରୋନା ମହାମାରୀ କବଳରେ ରାଜ୍ୟର ୬ ହଜାର ୮୨୯ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହେଲେଣି। ସେଥିମଧ୍ୟରୁ କେବଳ କଟକ ଓ ଭୁବନେଶ୍ୱରରେ ୧୫୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ଆକ୍ରାନ୍ତ ହେଲେଣି। ତେବେ ଅଗଷ୍ଟ…
Read More...

ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି।…
Read More...

କୋହଲିଙ୍କ ୯୦ ରନ୍, ଚେନ୍ନଇକୁ ହରାଇଲା ବାଙ୍ଗାଲୋର

ଦୁବାଇ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ…
Read More...

ରବିବାର ରାଶିଫଳ – ୧୧ ଅକ୍ଟୋବର ୨୦୨୦

ମେଷ: ଶୁଭକାର୍ଯ୍ୟ ପାଇଁ ସମୟ ଉପଯୋଗୀ ହୋଇଛି। କର୍ମତତ୍ପର ରହିବେ। ବନ୍ଧୁ ସୁଖ ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ଗୁରୁତ୍ୱ ଦେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ।…
Read More...

ଆଗକୁ ଅସଲ ପରୀକ୍ଷା

ଦୀର୍ଘ ୬ ମାସ ଧରି ଦେଶବାସୀଙ୍କୁ ଆକ୍ତାମାକ୍ତା କରିବା ପରେ କୋଭିଡ୍‌-୧୯ ସଂକ୍ରମଣରେ ହ୍ରାସର ଧାରା ଦେଖାଯାଇଛି। ଗତ ଏପ୍ରିଲ୍ ମାସରୁ ଭାରତରେ ସଂକ୍ରମଣ କ୍ରମଶଃ ଊର୍ଦ୍ଧ୍ବମୁଖୀ ହେବା ପରେ ପ୍ରଥମ ଥର ପାଇଁ ଗତ ତିନି…
Read More...

୧୭ରେ ବିସିସିଆଇର ବୈଠକ, ଘରୋଇ କ୍ରିକେଟ୍‍ ସିରିଜ୍‍ ନେଇ ହେବ ଆଲୋଚନା

ମୁମ୍ବଇ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)କୁ ୟୁଏଇରେ ସଫଳତାର ସହ ଆୟୋଜନ କରିବା ପରେ ଏବେ ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)ର ନଜର ଇଂଲଣ୍ଡ ବିପକ୍ଷରେ ଘରୋଇ କ୍ରିକେଟ୍‍ ସିରିଜ୍‍ ଏବଂ…
Read More...

କିଙ୍ଗସ୍‌କୁ ଭେଟିବ କଲକାତା, ସୁପରକିଙ୍ଗ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ଲଢ଼େଇ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଆବୁଧାବିରେ ପ୍ରଥମ ମ୍ୟାଚ କିଙ୍ଗ୍‌ସ ଏକାଦଶ ପଞ୍ଜାବ - କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବାବେଳେ…
Read More...

ଫ୍ରେଞ୍ଚ ଓପନ, ଫାଇନାଲରେ ନାଦାଲ

ପ୍ୟାରିସ: ସ୍ପେନର ରାଫେଲ ନାଦାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପୁରୁଷ ସିଙ୍ଗଲ୍‌ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ନାଡାଲ ସଂଘର୍ଷପୂର୍ଣ୍ଣ ୩-୦…
Read More...

ଅଂଶୁପ୍ରଜ୍ଞା ଦାସ ପାଇଲେ ଗ୍ରିନ୍‍ ୱରିୟର ଆୱାର୍ଡ

ଭୁବନେଶ୍ୱର: ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ର ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ ଇଣ୍ଡିଆ ପକ୍ଷରୁ ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ ଆର୍ଥ ହିରୋଜ୍‍ ଆୱାର୍ଡସ୍‍ର ୧୦ମ ସଂସ୍କରଣ ପୁରସ୍କାର ବର୍ଗ ସବୁଜ ଯୋଦ୍ଧା…
Read More...

ସିଙ୍ଗଲ ଉଇଣ୍ଡୋରେ ୫ଶିଳ୍ପ ପ୍ରତିଷ୍ଠାକୁ ମଞ୍ଜୁରୀ

ଭୁବନେଶ୍ୱର: କୋଭିଡ଼ ମହାମାରୀରେ ସାଂଘାତିକ ଭାବେ ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ଶିଳ୍ପ କ୍ଷେତ୍ରକୁ ସୁଧାରିବା ପାଇଁ ଏବେ ପୁଞ୍ଜି ନିବେଶକାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ…
Read More...