Browsing Tag

thalapathy vijay

ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍

ହାଇଦରାବାଦ: ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ପାଇଁ ପ୍ରଶଂସକ ପାଗଳ। ତାଙ୍କ ଝଲକ୍ ଟିକିଏ ପାଇବା ପାଇଁ ଜମା ହୋଇଥାଏ ଭିଡ଼। ନିକଟରେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ କେରଳରେ ପହଞ୍ଚିଛନ୍ତି। ଏଠାରେ…
Read More...

ଅଭିନେତାରୁ ରାଜନେତା ସାଜିଲେ ଥଲପତି ବିଜୟ; ଘୋଷଣା କଲେ ଦଳର ନାଁ

ହାଇଦରାବାଦ: ତାମିଲ ସୁପରଷ୍ଟାର ଥଲପତି ବିଜୟ ଅଭିନୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବା ପରେ ଏବେ ରାଜନୀତି ଜଗତରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ନିଜ ଦଳର ନାଁ ତାମିଲଗା…
Read More...