Browsing Tag

sambalpur issue

ଜମିବାଡି ବିବାଦରୁ ଆକ୍ରମଣ ଘଟଣା: ଝିଅ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛି ମାଆ

ସମ୍ବଲପୁର: ଆଖିବୁଜିଲେ ଝିଅ, ମାଆଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଗତ ୧୪ ତାରିଖରେ ଏକ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ ମାଆ ଇନ୍ଦୁ ଦାସ ଏବଂ ତାଙ୍କ ଝିଅ ପାୟଲ ଦାସ। ସୋମବାର…
Read More...

ଭଡା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

ସମ୍ବଲପୁର: ଭଡାଘରୁ ନାକଟିଦେଉଳ ତହସିଲ୍ କିରାଣିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କ୍ଷୀରୋଦ ବଳ ବୋଲି…
Read More...