Browsing Tag

puri

ବଡଦିନରେ ସାରା ରାତି ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ଡିସେମ୍ବର ୨୫ ତାରିଖ ବଡଦିନ ଅବସରରେ ଶ୍ରୀମନ୍ଦିରର ଦ୍ବାର ରାତିସାରା ଖୋଲା ରହିବ। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ପରିଚାଳନା ଏହି ବୈଠକ ଅନୁଷ୍ଠିତ…
Read More...

ଶ୍ରୀମନ୍ଦିରକୁ ଯିବ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ, ପୁଣି କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପ ୱେ

ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟରୁ ଶ୍ରୀମନ୍ଦିରକୁ କାଠ ଯିବ। ବାତ୍ୟା ଫନିରେ ନଷ୍ଟ ହୋଇଥିବା ୧୫ ଲକ୍ଷ କ୍ବିଣ୍ଟାଲ କାଠ ଶ୍ରୀମନ୍ଦିରର ରୋଷଘର ପାଇଁ ଯିବ। ଏହା ସହ ସ୍ୱର୍ଗଦ୍ୱାର ପାଇଁ ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ…
Read More...

ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ଏତଲା

ପୁରୀ: ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ସେଥିରେ ଦର୍ଶାଯାଇଛି ଯେ, ଉତ୍ତରପ୍ରଦେଶର ଗାଜିଆବାଦରେ ଆଗାମୀ ୨୯ ତାରିଖରେ ଶ୍ରୀ ନାରଦୀୟ…
Read More...

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ବେଚ୍ଛାକୃତ ଭାବେ ଜମି ପ୍ରଦାନ ସମୟ ସୀମା ୯କୁ ବୃଦ୍ଧି

ଭୁବନେଶ୍ବର: ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଘରୋଇ ଜମି ପ୍ରଦାନ ସମୟସୀମାକୁ ବୃଦ୍ଧି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ୍ ୯ ତାରିଖ…
Read More...

ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ

ପୁରୀ: କାର୍ତ୍ତିକ ମାସ ଶେଷ ହୋଇଥିବା ବେଳେ ଏବେ ପୁଣି ଶ୍ରୀମନ୍ଦିରର ୭୫ମିଟର ପରିଧରୁ ଉଚ୍ଛେଦ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ସୂଚନା ମିଳିଛି। ଯେଉଁ ଘର ମାଲିକ, ଦୋକାନୀ କିମ୍ବା ହୋଟେଲ୍ ମାଲିକ ଉଚ୍ଛେଦ ନେଇ…
Read More...

ଦିବା ପହୁଡ଼ ନୀତି ଯୋଗୁଁ ଶ୍ରୀଜିଉଙ୍କ ୨ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦିବା ପହୁଡ଼ ନୀତି ଯୋଗୁଁ ପ୍ରାୟ ୨ଘଣ୍ଟା ଦର୍ଶନ ବନ୍ଦ ରହିବ। ଏହି ନୀତି ପାଇଁ ଭକ୍ତମାନେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ। ଏନେଇ…
Read More...

ବୁଟଡ଼ାଲି ପୁରୀ

ଅଟା – ୧କପ ବୁଟ ଡ଼ାଲି – ୧କପ ରୁ କମ ଜିରା – ୧ ଚାମଚ ଲଙ୍କା ଗୁଣ୍ଡ – ୧ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ କଟା ଧନିଆ ପତ୍ର - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ…
Read More...

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୦ କୋଟି ଟଙ୍କାର ପ୍ୟାକେଜ

ପୁରୀ: ଓଡିଶାର ପ୍ରମୁଖ ସହର ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୫୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀ ସହରର ଭିତ୍ତିଭୂମି ବିକାଶ, ନୂଆ ରାସ୍ତା ନିର୍ମାଣ, ସେତୁ, ପାର୍କିଂ, କ୍ଷତିଗ୍ରସ୍ତଙ୍କୁ…
Read More...

ରିଜର୍ଭ ପଡ଼ିଆରେ ଚାଲିଛି ମକଡ଼୍ରିଲ

ପୁରୀ : ଆଉ ଅଳ୍ପ ଦିନ ବାକି ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ପୁରୀ ରିଜର୍ଭ ପଡ଼ିଆରେ ମଙ୍ଗଳବାର ପୁଲିସ ମକଡ଼୍ରିଲ ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆସନ୍ତା ୪ରଥଯାତ୍ରାରେ ରଥଟଣା ସମୟରେ…
Read More...