Browsing Tag

puri news

ସମୁଦ୍ରରେ ଭାସିଯିବା ବେଳେ ୨ ପର୍ଯ୍ୟଟକ ଉଦ୍ଧାର ; ୧ ମୃତ

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ଖବର ମିଳିଛି। ମୃତ ଯୁବକ ହେଲେ ଶୁଭମ ସାହୁ। ତାଙ୍କୁ ୧୬ ବର୍ଷ ବୟସ। ସେ ପୁରୀ ବଳିଆ…
Read More...

ଆସନ୍ତାକାଲି ଠାରୁ ଜଗା ଦର୍ଶନ

ପୁରୀ : କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ୪ ମାସ ହେବ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ମାତ୍ର ଆସନ୍ତାକାଲି ଠାରୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ…
Read More...

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର

ପୁରୀ : କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ତାଲାବନ୍ଦ , ସଟଡାଉନ ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏହି କଟକଣା ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର…
Read More...

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : କରୋନା ୨ୟ ତରଙ୍ଗ ବୃଦ୍ଧି ପରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଥିଲା । ଦୀର୍ଘଦିନର ଅପେକ୍ଷା ପରେ ଆଜି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନର ସୁଯୋଗ ମିଳିଛି ।…
Read More...

ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା

ପୁରୀ : ଆଡପ ମଣ୍ଡପ ବିଜେ ପରେ ଏବେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ଏହାସହ ଆଜି ଠାରୁ ବାହାରିବ ଆଡପ ଅବଢା। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ ଷ୍ଟାଣ୍ଡରେ ଅବଢା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ…
Read More...

ଆଜି ମହାପ୍ରଭୁଙ୍କ ନିକଟରୁ ରଥ ଖଳାକୁ ବିଜେ ଆଜ୍ଞାମାଳ

ପୁରୀ : ରାତି ପାହିଲେ ଜଗତରନାଥ,କୋଟି କୋଟି ଭକ୍ତଙ୍କ ମଉଡମଣି ଆରାଧ୍ୟ ଦେବତା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ପରମ୍ପରା ଅନୁଯାୟୀ, ସକାଳ ଧୂପନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥ ଖଳାକୁ…
Read More...

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ନବଯୌବନ ବେଶ। ଆଉ ୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ୧୫ ଦିନ ଅଣସର ଘରେ ରହି ଗୁପ୍ତସେବା ପରେ ନବଯୌବନ ବେଶରେ ଆଜି ମହାପ୍ରଭୁଙ୍କ ଦର୍ଶନ। ମାତ୍ର ଚଳିତ ବର୍ଷ କରୋନା କଟକଣା…
Read More...

ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ

ପୁରୀ : ପବିତ୍ର ସ୍ନାନଯାତ୍ରା ପରେ ଅଣସର ଘରେ ବଡ ଠାକୁର। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ। ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥାଏ।…
Read More...

କେବଳ ପୁରୀରେ ହେବ ରଥଯାତ୍ରା – ସ୍ୱତନ୍ତ୍ର ରିଲିଫ କମିସନର

ପୁରୀ : ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟ କେଉଁଠାରେ ହୋଇ ପାରିବ ନାହିଁ ରଥଯାତ୍ରା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ…
Read More...

କରୋନା ସଂକ୍ରମଣ ବୃଦ୍ଧି ; ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ତରଫରୁ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଜାରି କରାଯାଉଛି। ସଂକ୍ରମଣକୁ…
Read More...