Browsing Tag

puri news

ବଢିଲା ଧାନ ଚାଷୀଙ୍କ ଦୁର୍ଦ୍ଦଶା ; ପୁଣି ବର୍ଷା

ପୁରୀ :  ପୁଣିଥରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା। ଆଜି ସକାଳୁ ପୁରୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା। ପାଗ ମେଘୁଆ ରହିଛି। ଏଥିଯୋଗୁଁ ବିଲରୁ ଧାନ ଅମଳ ବାଧାପ୍ରାପ୍ତ ହୋଇଛି। କଟାହୋଇ ପଡ଼ିଥିବା ଧାନ…
Read More...

ମହାପ୍ରଭୁଙ୍କ ପଇତାଲାଗି ନୀତି ; ଆସନ୍ତା ସୋମବାର ୪ ଘଣ୍ଟା ଠାରୁ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଅପରାହ୍ନ ୪ ଘଣ୍ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
Read More...

ଆସନ୍ତାକାଲି ବନକଲାଗି ନୀତି ; ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ମାର୍ଗଶୀର କୃଷ୍ଣ ପଞ୍ଚମୀ ତିଥି। ଏହି ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ବା…
Read More...

କୁଟୀର ଆଶ୍ରମ ଜମି ବେଆଇନ ବିକ୍ରି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ପୁରୀ  : ପୁରୀ ମହିଳା କୁଟୀର ଆଶ୍ରମ ଜମି ବେଆଇନ ବିକ୍ରି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। । ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଦେଇଛି ରାଜସ୍ୱ ବିଭାଗ। ମୃତ…
Read More...

ସମୁଦ୍ରରେ ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପୁରୀ : ଗତକାଲି ଠାରୁ ପୁରୀ ସମୁଦ୍ରରେ ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଚକ୍ରତୀର୍ଥ ବେଳାଭୂମିରୁ ଆଜି ଉଦ୍ଧାର ହୋଇଛି। ମୃତକ ହେଲେ ଛାତ୍ର ଅରବାଜ୍ ହୁସେନ କାଦ୍ରି (୨୩) ।  ତାଙ୍କ ଘର ପଶ୍ଚିମ ବଙ୍ଗରେ…
Read More...

ଆଜି ଠାରୁ ମା’ବିମଳାଙ୍କ ପୀଠରେ ଆରମ୍ଭ ଷୋଡଶ ଦିନାତ୍ମକ ପୂଜା

ପୁରୀ : ଆଜି ଠାରୁ ମା’ବିମଳାଙ୍କ ପୀଠରେ ଆରମ୍ଭ ଷୋଡଶ ଦିନାତ୍ମକ ପୂଜା। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଆରମ୍ଭ ଏହି ପୂଜା ଅବସରରେ ଗଜପତିଙ୍କ ପ୍ରାସାଦରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ…
Read More...

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନା

ପୁରୀ :ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନା ଦର୍ଶନ କରିଛନ୍ତି। ତାଙ୍କ ସହ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର,…
Read More...

ଅଠରନଳା ନିକଟସ୍ଥ ନୀଳଚକ୍ର ନଗର ଜଳମଗ୍ନ

ପୁରୀ : ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ  ।  ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ଲୋକଙ୍କ ଘର ଭିତରେ ବର୍ଷାପାଣି। ଅଠରନଳା ନିକଟସ୍ଥ ନୀଳଚକ୍ର ନଗରରେ ଅଧିକାଂଶ ଲୋକଙ୍କ ଘରେ…
Read More...

ଆଜି ଠାରୁ ୩ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଆଜି ଠାରୁ ୩ ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ଅନୁଯାୟୀ, ଆଜି ଗଣେଶ ପୂଜା ଥିବାରୁ ଓ ପୂର୍ବ ଏସଓପି ଅନୁଯାୟୀ…
Read More...

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ

ପୁରୀ : ଭକ୍ତଙ୍କ ପାଇଁ ଖୋଲିସାରିଛି ଶ୍ରୀମନ୍ଦିର। ତାଲାବନ୍ଦ ପରେ ମନ୍ଦିର ଖୋଲିବା ପରେ ପ୍ରତିଦିନ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି। ଏଣିକି ଶନିବାର ମଧ୍ୟ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ…
Read More...