Browsing Tag

puri incident

ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମସର୍ମପଣ କଲା ସ୍ଵାମୀ

ପୁରୀ: ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଅଘଟଣ। ସ୍ତ୍ରୀକୁ ମାରି ଆତ୍ମସର୍ମପଣ କଲା ସ୍ଵାମୀ। ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ…
Read More...

ଧକ୍କା ଦେଲା ବସ୍‌, ଘଟଣାସ୍ଥଳରେ ଦୁଇ ମୃତ

ପୁରୀ: ପୁରୀ ଜିଲ୍ଲା ଗୁଡିଆ ପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ। ଆଜି ସକାଳେ ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।…
Read More...

ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ପୁରୀ : ପୁରୀ କଲେଜ ଛକ ନିକଟରେ ଥିବା ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଫ୍ଲେକ୍ସ ତିଆ ସାମଗ୍ରୀ ଓ ମେସିନ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ହଠାତ୍ ଦୋକାନଟିରେ…
Read More...

ସାବୁନ କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୮ଲକ୍ଷ ଟଙ୍କାର ସାମଗ୍ରୀ

ପୁରୀ : ପୁରୀସ୍ଥିତ ମଙ୍ଗଳାଘାଟ ନିକଟରେ ଥିବା ଏକ ସାବୁନ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଜିଲା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅଢ଼େଇ ଘଣ୍ଟା ପରିଶ୍ରମ…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଭତ୍ସ ହତ୍ୟାକାଣ୍ଡ: ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପୁରୀ: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମହାମହିମଙ୍କ ଗସ୍ତ ପାଇଁ ପୁରୀ ସହର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଥିବାବେଳେ ଶ୍ରୀ ସେତୁ ନିକଟରେ ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି…
Read More...

ସାମାନ୍ୟ ବଚସା ନେଲା ଉଗ୍ର ରୂପ: ସ୍ତ୍ରୀ ଏବଂ ପୁତୁରାକୁ ହାଣିଲା ନୃଶଂସ ସ୍ଵାମୀ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ଶ୍ଵଶୁର ଘରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ସ୍ତ୍ରୀ ଏବଂ ପୁତୁରାକୁ ହାଣି…
Read More...

କାନ୍ଥ ଭୁଶୁଡି ଅଜା, ଆଈ ସମେତ ୪ ବର୍ଷର ନାତି ଗୁରୁତର

ପୁରୀ: ପୁରୀ ଜିଲ୍ଲା ବାଉରୀପଲ୍ଲୀ ଗାଁରେ ଅଘଟଣ।  କାନ୍ଥ ପଡ଼ି ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର ଆହତ। ସକ୍ରିୟ ଲଘଚୁାପ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହାରି…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ। ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଚାଳ ଘର ପୋଡି ପାଉଁଶ ଯାଇଛି । ୩ଟି ମଟରସାଇକେଲ, ୫ ସାଇକେଲ ଓ ଧାନ ଚାଉଳ ଲୁଗାପଟା ବାସନକୁସନ…
Read More...

ଆଡପ ପହଣ୍ଡି ଅଘଟଣ : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

ପୁରୀ: ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇ ଦେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏକ ତିନି ଜଣିଆ କମିଟି ଘଟଣାରେ ତଦନ୍ତ କରୁଛି। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ,…
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଦୁଇ ଯବାନ ସହିଦ, ଚାରି ଜଣ ଗୁରୁତର

ଛତିଶଗଡ: ଛତିଶଗଡରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ବିଜାପୁର ଜିଲ୍ଲା ତାରେମ୍ ଥାନା ମାଣ୍ଡିମାର୍କା ଜିଲ୍ଲାରେ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆରଜି…
Read More...