୪ ଶହ କଫ ସିରପ ଜବତ, ଦୁଇ କୋର୍ଟ ଚାଲାଣ Pradeep Behera Dec 29, 2020 ଲାଠୋର : ବଲାଙ୍ଗିର ଜିଲା ଲାଠୋର ପୁଲିସ ବାହାରକୁ ଚାଲାଣ ହୋଇଥିବା ୪ ଶହ କଫ ସିରପ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।… Read More...