Browsing Tag

odisha khabar

‘ମୁହୂର୍ତ୍ତ ଟ୍ରେଡିଂ’-ଦୀପାବଳିରେ ଘଣ୍ଟାଏ ଖୋଲିବ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ : ଦୀପାପଳି ଅବସରରେ ସୋମବାର ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇ ଏକ ଘଣ୍ଟା ପାଇଁ ଖୋଲା ରହିବ। ଏହି ସମୟରେ ‘ମୁହୂର୍ତ୍ତ ଟ୍ରେଡିଂ’ ହେବ। ସେହିଦିନ ସଂଧ୍ୟା ୬ଟାରୁ ୭ଟା ପାଇଁ ଷ୍ଟକ ଏକ୍ସଚେଞ୍ଜ ଖୋଲା…
Read More...

ପୁଣି ଅଘଟଣ, ଏସ୍‌ସିବି ମେଡ଼ିକାଲ୍‌ ସ୍ବେରେଜ୍‌ ଟାଙ୍କିରେ ଫସି ଜଣେ ଗୁରୁତର

ଭୁବନେଶ୍ବର: କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଭିତ​ରେ ପୁଣି ଅଘଟଣ। ଜଣେ ଶ୍ରମିକ ସ୍ବେରେଜ୍‌ ଟାଙ୍କିରେ ଫଶି ଜଣେ ଗୁରୁତର ହୋଇଛନ୍ତି। ଅସାବଧାନତା କାରଣରୁ ଶ୍ରମିକଜଣକ ଟାଙ୍କିରେ ଖସି ପଡ଼ିଥିବା ସୂଚନା ମିଳିଛି।…
Read More...

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପିପିଲି ତହସିଲ୍ ପରିଦର୍ଶନ

ପିପିଲି: ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଅଚାନକ଼ ପିପିଲି ତହସିଲ୍ କାର୍ୟ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସେବା ଅବିଳମ୍ବେ ଯୋଗାଇ ଦେବା ପାଇଁ ସେ ତହସିଲର ସମସ୍ତ…
Read More...

ଅତ୍ୟାଧୁନିକ ବସ ଟର୍ମିନାଲ ପରିଦର୍ଶନ କଲେ ଅନଙ୍ଗ ଉଦୟ ସିଂଦେଓ

ବଲାଙ୍ଗିର: ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟର ପ୍ରଗତି ଦେଖିବାକୁ ନିର୍ମାଣଧିନ କ୍ଷେତ୍ର ପରିଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେଡିର ଉପ ସଭାପତି ଅନଙ୍ଗ ଉଦୟ…
Read More...

‘ସମାଜ’ର ୯୯ ବର୍ଷ ପୂର୍ତ୍ତି: ପଦଯାତ୍ରାରେ ସାମିଲ ହେଲା ସାରା କଟକ

କଟକ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ର ୯୯ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକରେ ପଦଯାତ୍ରା ଓ ସଭା ଅନୁଷ୍ଠିତ ହୋଇଛି। ଗୁରୁବାର ସକାଳୁ ସ୍ଥାନୀୟ ଗୌରୀଶଙ୍କର ପାର୍କଠାରୁ ପଦଯାତ୍ରା ଆରମ୍ଭ…
Read More...

ଦୀପକ ମିଶ୍ର ଓ ରଞ୍ଜନ ଗୋଗୋଇଙ୍କ ନିଜସ୍ୱ ଗାଡ଼ି ନାହିଁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିଜସ୍ୱ ଗାଡ଼ି ନାହିଁ। ବିଚାରପତିଙ୍କ ସମ୍ପତ୍ତି ଘୋଷଣାନାମାରୁ ଏହା ଜଣାପଡ଼ିଛି। ଶ୍ରୀ ମିଶ୍ର ୨୧ ବର୍ଷ…
Read More...