ଭୁବନେଶ୍ବର: କଟକ ଏସ୍ସିବି ମେଡ଼ିକାଲ୍ କଲେଜ ଭିତରେ ପୁଣି ଅଘଟଣ। ଜଣେ ଶ୍ରମିକ ସ୍ବେରେଜ୍ ଟାଙ୍କିରେ ଫଶି ଜଣେ ଗୁରୁତର ହୋଇଛନ୍ତି। ଅସାବଧାନତା କାରଣରୁ ଶ୍ରମିକଜଣକ ଟାଙ୍କିରେ ଖସି ପଡ଼ିଥିବା ସୂଚନା ମିଳିଛି। ଶ୍ରମିକ ଜଣକୁ ଟାଙ୍କିରେ ଖସି ପଡ଼ି ଫସି ରହିଥିବା ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅକ୍ଲାନ୍ତ ପରିଶ୍ରମ କରି ଶ୍ରମିକଙ୍କୁ ଉଦ୍ଧାର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
Popular Categories



