Browsing Tag

odia news

ସିବିଆଇ ଚଢାଉ: ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ଵର: ରାଜଧାନୀରେ ଶନିବାର ରାତିରେ ସିବିଆଇ ଚଢାଉ କରିଛି। ଏକ ତାରକା ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଏକ ଦାମୀ କାରରୁ ଅଧିକାରୀମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛନ୍ତି। ଉକ୍ତ ଗାଡିକୁ…
Read More...

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲା ଏଏସ୍ଆଇ କମିଟି

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଡିଜି ଜାନଭୀଜ ଶର୍ମାଙ୍କ ସମେତ ଏକ କୋର୍‌ କମିଟି ଶନିବାର ଦୀର୍ଘ ୬ ଘଣ୍ଟା ଧରି ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ଅଧିକାରୀଙ୍କୁ ନେଇ…
Read More...

ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ: ଚାଷୀ ପାଇବେ ଇନପୁଟ୍‌ ସହାୟତା

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ବିଭିନ୍ନ ଜିଲାରେ ଆରମ୍ଭ ହୋଇଯାଇଛି। କୁଇଣ୍ଟାଲ୍‌ ପିଛା ୨୩ଶହ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଦେଇ ଧାନ କିଣାଯାଉଥିବାବେଳେ ୩୧୦୦ ଟଙ୍କାରେ ଧାନକିଣା ନେଇ ନିର୍ବାଚନ…
Read More...

ବଙ୍ଗୋପସାଗରରେ ଲଘୁଚାପ: ଦୁଇ ଦିନ ହାଲୁକା ବର୍ଷା

ଭୁବନେଶ୍ବର : ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ, ରାଉରକେଲାରେ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଶନିବାର ମୁମ୍ବଇ ପୁଲିସକୁ ଏକ ହ୍ବାଟସଆପ୍‌ ଜରିଆରେ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏହି ବାର୍ତ୍ତା ରାଜସ୍ଥାନର ଆଜମେର ସହରରୁ ଆସିଥିବାର ପ୍ରମାଣ…
Read More...

ଚାକିରି କାଳରେ ମୃତ୍ୟୁ ହେଲେ ପାଚିକାଙ୍କ ପରିବାରକୁ ୧ ଲକ୍ଷ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ କାର୍ଯ୍ୟରତ ପାଚିକାଙ୍କର ଚାକିରି କାଳରେ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବ। ଏନେଇ…
Read More...

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ

ନୂଆଦିଲ୍ଲୀ : ଦେଶର ବିକାଶ ଓ ବିଭିନ୍ନ ଯୋଜନା ସଂକ୍ରାନ୍ତ ଗବେଷଣା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦୀ ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲାଯାଇଛି। ଏହି କେନ୍ଦ୍ର…
Read More...

ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍

ଭୁବନେଶ୍ଵର: ଖୁବ୍ ଶୀଘ୍ର ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ପଢାଯିବ ନ୍ୟୁଜ୍। ୬ରୁ ୭ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସେ କହିଛନ୍ତି ସାନ୍ତାଳୀ ଭାଷାରେ…
Read More...

ଗିରଫ ହେଲେ କୋଟିପତି ବନ ଅଧିକାରୀ

ସମ୍ବଲପୁର : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସସିଏଫ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସସିଏଫ୍ ରେବତୀ ରମଣ ଯୋଶୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।  ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ…
Read More...

ଛାତ୍ରଛାତ୍ରୀଙ୍କୁ ବିଧାନସଭା ବୁଲାଇଲେ ନୀଳଗିରି ବିଧାୟକ

ନୀଳଗିରି: ନିର୍ବାଚନ ମଣ୍ଡଳୀର ଶିକ୍ଷାର ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଆଜି କେତେକ ବିଦ୍ୟାର୍ଥୀଙ୍କୁ ବିଧାନସଭା ବୁଲାଇ ଥିବା ଦେଖିବାକୁ ମିଳିଛି। ଗତ ସେପ୍ଟେମ୍ବର ୧୪ ତାରିଖରେ ଔପଦା…
Read More...