Browsing Tag

odia news

ନୀଳଗିରିକୁ ପଶିଲେ ୫୫ ଟିକିଆ ଝାଡ଼ଖଣ୍ଡୀ ହାତୀ, ଆତଙ୍କିତ ଲୋକେ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡୀ ହାତୀପଲ। ନୀଳଗିରିର ସୀମାନ୍ତ କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନୀଳଗିରିର ଗୋପାଳପୁର ସଂରକ୍ଷିତ…
Read More...

ରାଧାନାଥ ବାବୁଙ୍କ ସେବା,ତ୍ୟାଗ ଓ କର୍ମନିଷ୍ଠା ଅସାଧାରଣ

କଟକ : ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ‘ସମାଜ’ର ପ୍ରାକ୍ତନ ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ମାନବଜାତି ପାଇଁ ତ୍ୟାଗ, ତିତିକ୍ଷା, ସେବା, ଉତ୍ସର୍ଗୀକୃତ ଭାବନା ଓ କର୍ମନିଷ୍ଠା ଆସାଧାରଣ। ତାଙ୍କର…
Read More...

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଦେଲେ ଅଲ୍ଲୁ

ମୁମ୍ବାଇ : ପୁଷ୍ପା-୨ର ପ୍ରିମିୟର ଶୋ ବେଳେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ୍। ଏପରିକି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ମୃତ…
Read More...

ବିଏମପିଏସ୍ ତକ୍ଷ୍ୟଶିଳାର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ମଡେଲ ପବ୍ଲିକ ସ୍କୁଲ, ତକ୍ଷ୍ୟଶିଳାର ବାର୍ଷିକ ଉତ୍ସବ ତ୍ୱିଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ଦୀର୍ଘ ୧୪ବର୍ଷ ଧରି ବିପୁଳ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷାର ଉତ୍କର୍ଷ ତଥା ଅସ୍ତିତ୍ୱକୁ…
Read More...

ବ୍ୟବସାୟରେ କ୍ଷତି ହେବା ସହ ସ୍ବାସ୍ଥ୍ୟରେ ଦେଖାଦେବ ସମସ୍ୟା! ଶନିବାର ରାଶିଫଳ

ମେଷ: ଧନଶାଳୀ ହୋଇପାରନ୍ତି। ସୁଖଦା ପତ୍ନୀ ଓ କୁଳ ଉଦ୍ଧାରକ ପୁତ୍ର ସମ୍ପନ୍ନ ହେବେ। ଭ୍ରାତୃଭାବ ନୀବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ ପରାଜିତ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।…
Read More...

ନୂଆ ରୂପରେ କଟକ ଷ୍ଟେସନ; ଆଜି ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ ରେଳମନ୍ତ୍ରୀ

କଟକ: ନୂଆ ରୂପରେ କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ଵ ଷ୍ଟେସନ୍ ଭବନ ଓ ପ୍ରବେଶ ପଥ । ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁରହିଥିବା କଟକ ରେଳ ଷ୍ଟେସନ ପୁନଃନିର୍ମାଣର ଏକ ଅଂଶ ଭାବରେ କଟକ ରେଳ ଷ୍ଟେସନକୁ ଏକ ଆଧୁନିକ…
Read More...

ଡେପୁଟେସନରେ ଗ​‌ଲେ ଆଇପିଏସ୍ ଆଶିଷ ସିଂ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ। ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର  ପୁଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି। ୫ ବର୍ଷ…
Read More...

ଭରତପୁର ଥାନା ଘଟଣା: ଦସ୍ତାବିଜ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ୍‌, ଶୁଣାଣି ସ୍ଥଗିତ

ଭୁବନେଶ୍ବର : ଭରତପୁର ଥାନା ଘଟଣାରେ ତଦନ୍ତ କମିସନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଶୁଣାଣି ସ୍ଥଗିତ ରହିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ…
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ: ବାଙ୍ଗିରିପୋଷିରେ ରେଳପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ

ରାଇରଙ୍ଗପୁର: ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ ରହିଛି। ଆଜି ସକାଳେ ବାଙ୍ଗିରିପୋଷି ଯାଇ ସେଠାରେ ରେଳ ବିଭାଗର ତିନି ନୂତନ ପ୍ରକଳ୍ପ ସମେତ ରାଇରଙ୍ଗପୁର ସହର ପାଇଁ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…
Read More...

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଶାରେ ୮ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…
Read More...