Browsing Tag

odia news

ମଙ୍ଗଳବାର ଛତିଶା ନିଯୋଗ ବୈଠକ : ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ଦର୍ଶନ ନେଇ ହୋଇପାରେ ଆଲୋଚନା

ପୁରୀ : ଆସନ୍ତା ୧୦ ତାରିଖ ଅର୍ଥାତ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ।  ଏଥିରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ। ଏହାସହ ଶ୍ରୀମନ୍ଦିରରେ ପୂଜା ନୀତି ଏବଂ…
Read More...

ରୁଷରେ ଅଛନ୍ତି ସିରିଆ ରାଷ୍ଟ୍ରପତି, କାଲି ଦେଶ ଛାଡି ପଳାଇଥିଲେ

ଦାମାସ୍କସ୍‌ : ରୁଷରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ୍।  ରବିବାର ଦେଶ ଛାଡି ପଳାଇବା ପରେ ସେ ରୁଷିଆରେ ଶରଣ ନେଇଛନ୍ତି। ବଶର ଅଲ୍ ଅସଦଙ୍କ ସହ ତାଙ୍କ ପରିବାରକୁ ରାଜନୈତିକ ଶରଣ ଦେଇଛନ୍ତି ପୁତିନ୍।…
Read More...

ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟକାର୍ଡ

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ଲାଗୁ କରାଯିବ ଏବଂ ରାଜ୍ୟ ସରକାର ବର୍ଷକୁ ଏଥିପାଇଁ ୩ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅତିରିକ୍ତ ବଜେଟରେ ମଧ୍ୟ…
Read More...

ଉପଜିଲ୍ଲାପାଳ ଜବତ କଲେ ୨ଟି ପଥର ବୋଝେଇ ଟ୍ରକ

ଆଠଗଡ :  ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଯୋଗୁଁ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ଦ୍ବାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ…
Read More...

ଆସିକାରୁ ଚୋରି ହୋଇଥିବା ବସ୍ ଗଞ୍ଜାମରେ ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ: ଶନିବାର ବିଳମ୍ବିତ ରାତିରେ ଆସିକା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ସାଇକ୍ରିଷ୍ଣା ନାମକ ବସ୍ ଗଞ୍ଜାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ଯାତ୍ରୀ ନଥିବା ବେଳେ କିଏ ଏବଂ…
Read More...

ଆଡିଲେଡ୍ ଟେଷ୍ଟ: ହାରିଲା ଭାରତ, ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆଡିଲେଡ୍ ଟେଷ୍ଟ ହାରିଲା ଭାରତ। ୧୦ ଓ୍ବିକେଟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା  ଅଷ୍ଟ୍ରେଲିଆ । ୩ ଦିନରେ ସରିଗଲା ମ୍ୟାଚ୍। ପ୍ରଥମ ଇଂନିସରେ ଭାରତ ୧୮୦ ରନ୍ କରିଥିବାବେଳେ ଦ୍ଵିତୀୟ ଇଂନିସରେ ମଧ୍ୟ ଭଲ…
Read More...

ପାରାଦ୍ୱୀପରେ ଏମ୍‌ଏସ୍‌ଏମ୍‌ଇ କନଟେଣ୍ଟ ସମ୍ମିଳନୀ

ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଭାରତୀୟ ଶିଳ୍ପ ମହାସଂଘ ଓଡିଶା ଚାପ୍ଟର ପକ୍ଷରୁ ବିଜୁ କନଭେନ୍ସନ ସେଣ୍ଟର ରେ ଏମଏସଏମଇ କନଟେଣ୍ଟ ୨୦୨୪ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।ଏହି…
Read More...

ପୁଲିସ ବସ୍‌ରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ପୁଲିସ୍ ବସ୍‌ରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ବସ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ପରସ୍ପର ଭିତରେ ଝଗଡାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଏଥିରେ ଦୁଇ…
Read More...

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ଵର: ପ୍ରୟାଗରାଜ ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ ପାଇଁ…
Read More...

ସିବିଆଇ ଚଢାଉ: ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ଵର: ରାଜଧାନୀରେ ଶନିବାର ରାତିରେ ସିବିଆଇ ଚଢାଉ କରିଛି। ଏକ ତାରକା ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଏକ ଦାମୀ କାରରୁ ଅଧିକାରୀମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛନ୍ତି। ଉକ୍ତ ଗାଡିକୁ…
Read More...