www.samajalive.in
Saturday, December 6, 2025
26.1 C
Bhubaneswar

ଆଡିଲେଡ୍ ଟେଷ୍ଟ: ହାରିଲା ଭାରତ, ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆଡିଲେଡ୍ ଟେଷ୍ଟ ହାରିଲା ଭାରତ। ୧୦ ଓ୍ବିକେଟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା  ଅଷ୍ଟ୍ରେଲିଆ । ୩ ଦିନରେ ସରିଗଲା ମ୍ୟାଚ୍। ପ୍ରଥମ ଇଂନିସରେ ଭାରତ ୧୮୦ ରନ୍ କରିଥିବାବେଳେ ଦ୍ଵିତୀୟ ଇଂନିସରେ ମଧ୍ୟ ଭଲ ସ୍କୋର କରିବାରେ ବିଫଳ ହୋଇଥିଲା। ଦ୍ଵିତୀୟ ଇଂନିସରେ ୧୭୫ ରନରେ ଭାରତ ଅଲଆଉଟ୍ ହୋଇଥିଲା। ପ୍ରଥମ ଇଂନିସରେ ୩୩୭ ରନ୍ କରିଥିଲା ଅଷ୍ଟ୍ରେଲିଆ। ଫଳରେ ବିଜୟ ପାଇଁ ରାସ୍ତା ସୁଗମ ହୋଇଥିଲା। ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ଥିଲା ମାତ୍ର ୧୯ ରନର ଟାର୍ଗେଟ୍। ଫଳରେ ୧୦ ଓ୍ବିକେଟ୍ ରେ ମ୍ୟାଚକୁ ଜିତିନେଲା ଅଷ୍ଟ୍ରେଲିଆ। ବର୍ତ୍ତମାନ ୫ ଟିକିଆ ଟେଷ୍ଟ ସିରିଜରେ ୧-୧ରେ ବରାବର ରହିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories