Browsing Tag

nabarangpur

ପାପଡାହାଣ୍ଡି ଏକ୍ସିସ ବ୍ୟାଙ୍କ ଏଟିଏମରୁ ବାହାରିଲା ଚିରାଫଟା ନୋଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଜି ସକାଳ ସମୟରେ ଏଟିଏମରେ ଲୋକଙ୍କ ଗହଳି ଥିବା ବେଳେ ଜଣାପଡିଲା ଯେ,…
Read More...

ଧନତେରସରେ ଲୋକେ ଭୁଲିଗଲେ କରୋନା କଟକଣା, ସୁନା ଦୋକାନରେ ପ୍ରବଳ ଭିଡ଼

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ଆଜି ଧନତେରସ ପର୍ବରେ ଲୋକେ ଭୁଲିଗଲେ କରୋନା କଟକଣା। ସୁନା ଦୋକାନମାନଙ୍କରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ…
Read More...

ନବରଙ୍ଗପୁର ଜିଲ୍ଲାରେ ମକାମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚିନ୍ତାରେ ମକାଚାଷୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ମକା ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଯୋଗୁଁ ଚିନ୍ତାରେ ମକା ଚାଷୀ । ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୬୦ହଜାର ୪୧୮ ହେକ୍ଟର ଖରିଫ ମଜା ଚାଷ ହୋଇଥିବା ଜିଲ୍ଲା…
Read More...

ଦୁଇ ମାସ ହେଲା ଅମ୍ବୁଡ୍ସପର୍ସନ ପଦବୀ ଖାଲି, ଅଫିସରେ ପଡିଛି ତାଲା

ନବରଙ୍ଗପୁର: ଜିଲାରେ କେନ୍ଦ୍ର ସରକାରଙ୍କର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲାରେ କେନ୍ଦ୍ରସରକାର ଗ୍ରାମ୍ୟ…
Read More...

ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କର କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଅନାମିକା…
Read More...

ନବରଙ୍ଗପୁରରେ କରୋନା ନେଲା ଆଉ ଏକ ଜୀବନ, ଏକ ମାସ ଭିତରେ ଦୁଇ ଭାଇଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ କରୋନା ଘାତକ ରୂପ ନେଇଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ନେଇଛି। ନବରଙ୍ଗପୁର ସହରର ପାଞ୍ଜିଆସାହି ନିବାସୀ ଇଞ୍ଜିନିୟର ସୁଧୀର ପଟ୍ଟନାୟକ(୫୦)ଙ୍କର କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ…
Read More...

“ପରିବେଶବିଜ୍ଞାନୀ ପାଇଁ ବହୁ ସୁଯୋଗ ରହିଛି”

ନବରଙ୍ଗପୁର: ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବିଦ୍ୟାର୍ଥୀ ପରିବେଶ ବିଜ୍ଞାନ ଆହରଣ ସହ ପରିବେଶ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବା ଦରକାର ବୋଲି ରାଷ୍ଟ୍ରୀୟ ବନଷ୍ପତି ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର…
Read More...

ସେମଳାରେ ଖଲିପତ୍ର ମେସିନ୍‍ ୟୁନିଟ୍‍ ଉଦ୍‍ଘାଟିତ, ମହିଳା ଏସଏଚଜିକୁ ସ୍ୱାବଲମ୍ବୀ ପାଇଁ ଗୁରୁତ୍ୱ

ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଅଧିକ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ମାଧ୍ୟମରେ ପାପଡାହାଣ୍ଡି ବ୍ଳକର ସେମଳା ଗ୍ରାମରେ ଖଲିପତ୍ର…
Read More...

ମୋ’ ବିଦ୍ୟାଳୟ ଉପକାରୀ ବଗିଚା କାର୍ଯ୍ୟକ୍ରମ ଶୁଭାରମ୍ଭ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ବିଜ୍ରାଗୁଡା ଆବାସିକ ଛାତ୍ରୀ ଉଚ୍ଚବିଦ୍ୟାଳୟରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନ, ଭୂବନେଶ୍ୱରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ.ଅଜୟ ପରିଡା ମିଳିତ ଭାବେ…
Read More...

ମଣ୍ଡି ପାଇଁ ଚାଷୀର ନାମପଞ୍ଜିକରଣ ନିମନ୍ତେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ହଜାର ହଜାର ଧାନଚାଷୀ ମଣ୍ଡି କାର୍ଡରୁ ବଞ୍ଚିତ ହୋଇଥିବାବେଳେ ଏଥିପ୍ରତି ପଦକ୍ଷେପ ନେବାକୁ ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ…
Read More...