Browsing Tag

nabarangpur

ଭିଜିଲାନ୍ସ ଜାଲରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । କାର୍ୟ୍ୟର ଚୁକ୍ତିନାମା କରିବା ବାବଦରେ ଠିକାଦାର ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
Read More...

ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ୧୯୮୦ ମସିହା ପରେ ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିବା ଖବର ଶୁଣି ସାରା ଦେଶରେ ଆନନ୍ଦ ଉଲ୍ଲାସର ଲହରୀ ଖେଳି ଯାଉଥିବା ସମୟରେ ସେଥିରୁ ନବରଙ୍ଗପୁର ଜିଲ୍ଲା ମଧ୍ୟ ବାଦ…
Read More...

୨୮୧ ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ପ୍ରଚଳିତ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ…
Read More...

ନାବାଳିକା ମୃତଦେହ ନେଇ ପଳାଇବା ଘଟଣା; ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କଲା ପୁଲିସ

ନବରଙ୍ଗପୁର: ଗତକାଲି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ନାବାଳିକାଙ୍କୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତରଜଣକ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ କାହାକୁ…
Read More...

ଆରପାରିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ହିରାମଣି ସେଠିଆ 

ନବରଙ୍ଗପୁର: ଚିର ନିଦ୍ରାରେ ହିରାମଣି ସେଠିଆ । ରକ୍ତତୀର୍ଥ ପାପଡାହାଣ୍ଡି ସ୍ୱାଧୀନତା ଆନ୍ଦୋଳନର ଶେଷ ମୁକ ସାକ୍ଷୀ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।…
Read More...

କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ବା ଦେୟ ମୁକ୍ତ ବିଦ୍ୟୁତ ସଂଯୋଗ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ…
Read More...

ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଡାକରାରେ ସାରା ରାଜ୍ୟରେ ବର୍ଦ୍ଧିତ ତୈଳ ଦର ସହ ଅନ୍ୟାନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ…
Read More...

ଉଧାର ଟଙ୍କା ମାଗିବାରୁ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ 

ନବରଙ୍ଗପୁର: ନବରଙ୍ଗପୁର ସଦରମହକୁମାରେ ଜଣେ ମହିଳା ଉଧାର ଟଙ୍କା ମାଗିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ସୂଚନା ମୁତାବକ, ନବରଙ୍ଗପୁର ସଦର ମହକୁମାର ଦାରୁବନ୍ଧ ସାହିରେ…
Read More...

ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ…
Read More...

ଉମରକୋଟଠାରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ସାଂସଦ ରମେଶ ମାଝୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସିର ଖବର। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଏକ ମଲ୍ଟିପୋଲ ଷ୍ଟାଡିୟମ(ଉଭୟ ଇନଡୋର ଏବଂ ଆଉଟଡୋର) ମଂଜୁର ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ନବରଙ୍ଗପୁର…
Read More...