Browsing Tag

mohanmajhi

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮…
Read More...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୭.୫% ଅଧିକ ବୋଲି ଜଣାପଡିଛି। ୨୦୨୩…
Read More...

୫୦ ମିଟର ରାଇଫଲ ଥ୍ରୀ-ପୋଜିସନ ସୁଟିଂରେ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ

ଡେସ୍କ: ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚନା କରିଛନ୍ତି। ଅନ୍ତିମ ରାଉଣ୍ଡରେ…
Read More...

ନୌସେନା ଜାହାଜ-ମତ୍ସ୍ୟଜୀବୀ ଡଙ୍ଗା ଧକ୍କା – ଜଣେ ମୃତ, ଅନ୍ୟଜଣେ ନିଖୋଜ

ଡେସ୍କ: ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଭାରତ ଆଜି ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କରିଥିଲା।…
Read More...

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଡେସ୍କ: ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ…
Read More...

ୱାୟନାଡ ଭୂସ୍ଖଳନ ପ୍ରସଙ୍ଗ – ଅମିତ ଶାହାଙ୍କ ଆଗୁଆ ଚେତାବନୀ ଦାବିକୁ ଖଣ୍ଡନ କଲେ କେରଳ ମୁଖ୍ୟମନ୍ତ୍ରୀ

ଡେସ୍କ: ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପୂର୍ବରୁ ରାଜ୍ୟକୁ ଆଗୁଆ ପାଣିପାଗ ସତର୍କ ସୂଚନା ଦିଆଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବିକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଖଣ୍ଡନ…
Read More...

ମିଳିଲା କେରଳ ଭୂସ୍ଖଳନରେ ନିଖୋଜ ଓଡିଆ ଡାକ୍ତରଙ୍କ ମୃତଦେହ

ଡେସ୍କ: କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ…
Read More...

ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ

ଡେସ୍କ: ଅନ୍ୟ ଦେଶ ବିଶେଷ କରି ଭାରତରେ ସବୁ ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ…
Read More...

ରିପୋର୍ଟ ଆସିଲା ପରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ – କୃଷିମନ୍ତ୍ରୀ

ଡେସ୍କ: ରାଜସ୍ଵ ନିରୀକ୍ଷକଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଚଳିତ ବର୍ଷ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ନୂଆ ଶୀତଳ ଭଣ୍ଡାର – ମନ୍ତ୍ରୀ

ଡେସ୍କ: କୃଷି ଉତ୍ପାଦ ସଂରକ୍ଷଣ କରିବା ଏବଂ କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଗାମୀ ଦିନରେ ୫୮ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଲକ୍ଷ ରଖିଥିବା ବିଧାନସଭାରେ…
Read More...