Patra electronics
Browsing Tag

malkangiri news odia news odisha news

ଦେଖନ୍ତୁ ଭିଡିଓ; ଭାଙ୍ଗିଲା ପିଲିଗାଡା ବ୍ରିଜ; ଆନ୍ଧ୍ର,ତେଲେଙ୍ଗାନା- ଓଡିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡା ଠାରେ ଥିବା ବ୍ରିଜ। ଓଡିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି…
Read More...

‘ସୁଭଦ୍ରା’ଯୋଜନା ନିମନ୍ତେ ଆଧାର- ମୋବାଇଲ ଲିଙ୍କ ବାଧ୍ୟତାମୂଳକ ନୁହେଁ: ଜିଲ୍ଲାପାଳ

ମାଲକାନଗିରି : ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ଶୁକ୍ରବାର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ରାସ୍ତା ଖରାପ ; ରାସ୍ତାରେ ଧାନ ରୋଇ ପ୍ରତିବାଦ କାଲେ ଗ୍ରାମବାସୀ

ମାଲକାନଗିରି : ପ୍ରତିବର୍ଷ ବର୍ଷା ଦିନ ଆସିଲେ ଯନ୍ତ୍ରଣା ଭୋଗୁଛନ୍ତି ତାଳଗୁଡାବାସୀ। ଗତ କିଛି ବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ଜଳ ସେଚନ ବିଭାଜନ…
Read More...

ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ

ମାଲକାନଗିରି :ବଙ୍ଗଳାଦେଶର ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ କରିବା ଲାଗି ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ…
Read More...

ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଚିତ୍ରକୋଣ୍ଡା ବିଧାୟକଙ୍କ ବୃକ୍ଷରୋପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଜବାଗଡ଼ ଗ୍ରାମରେ ଥିବା ରାଧାକୃଷ ମନ୍ଦିର ପରିସରରେ ଆଜି ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ଯୁବ…
Read More...

ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ 

ମାଲକାନଗିରି : ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଶିକ୍ଷକ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏକ କନ୍ୟା ଆଶ୍ରମ ବିଦ୍ୟାଳୟର ଘଟଣା। ଗତକାଲି ରାତ୍ରି ସମୟରେ ବିଦ୍ୟାଳୟର ଗଣିତ ଶିକ୍ଷକ…
Read More...

ବନ୍ୟା ପରିସ୍ଥିତି ନେଇ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ସମୀକ୍ଷା ବୈଠକ

ମାଲକାନଗିରି: ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ, ଆର୍ ଏସ୍ ଗୋପାଳନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜିଲ୍ଲାର ବନ୍ୟା ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ଶ୍ରୀ…
Read More...

ମାଥିଲିରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ

ମାଲକାନଗିରି : ମାଥିଲି କୋପ୍ରା ଗାଁରେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ମାଥିଲି ମେଡିକାଲରେ ଆଉ ୧୭…
Read More...

ଭୁଶୁଡିଲା ମାଲକାନଗିରି ବିମାନ ବନ୍ଦର ପାଚେରୀ

ମାଲକାନଗିରି : ପୁଣି ଭୁଶୁଡି ପଡିଲା ମାଲକାନଗିରି ଉଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନ ବନ୍ଦରର ପୃଥକ ପୃଥକ ଜାଗାରେ ୬୦ ମିଟର…
Read More...

ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ମାଲକାନଗିରି : ଏନକାଉଣ୍ଟରରେ ୩ ମାଓବାଦୀ ମୃତ। ଛତିଶଗଡ ବିଜାପୁର ବେଲମୁଟା ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ମିଳିତ ଅପରେସନ ବେଳେ ଶନିବାର ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସହ ୩ ଜଣଙ୍କ ମୃତ୍ୟୁ…
Read More...