www.samajalive.in
Saturday, December 6, 2025
14.1 C
Bhubaneswar

ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ 

ମାଲକାନଗିରି : ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଶିକ୍ଷକ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏକ କନ୍ୟା ଆଶ୍ରମ ବିଦ୍ୟାଳୟର ଘଟଣା। ଗତକାଲି ରାତ୍ରି ସମୟରେ ବିଦ୍ୟାଳୟର ଗଣିତ ଶିକ୍ଷକ ଦୀପକ୍ ନାୟକ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଜଣାପଡ଼ିଛି। ଘଟଣା ପଦାକୁ ଆସିବା ପରେ, ତଦନ୍ତକାରୀ ଦଳ ବିଦ୍ୟାଳୟରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏନେଇ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ କାଲିମେଳା ଥାନାରେ କେସ ନମ୍ବର ୧୭୩ /୨୨୪ ଆକ୍ଟ ୭୪ /୭୫ /୧୧୫ /ପୋକସୋ ଆକ୍ଟ ୧୨ରେ ମାମଲା ରୁଜୁ କରି କାଲିମେଳା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୋଲି ପୁଲିସ ପ୍ରକାଶ କରିଛନ୍ତି। ଅନ୍ୟପଟେ ସ୍କୁଲ କର୍ତୃପକ୍ଷଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories