ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

ଖାଦ୍ୟ ଓ ପାନୀୟରେ ଅନେକ ଜିନିଷ ମିଶ୍ରଣ ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ନକଲି ଚାଉଳ, ଅଣ୍ଡା ଓ କେମିକାଲ ମିଶ୍ରିତ ପନିପରିବା ବିଷୟରେ ନିଶ୍ଚୟ ଶୁଣି ଥିବେ । ଏସବୁ ଖାଦ୍ୟ ବିଷୟରେ ତ ଜାଣିଥିବେ ମାତ୍ର ବଜାରରେ ଏବେ ନକଲି ଅଟା ମିଳୁଛି, ଏହା ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏକ ପ୍ରକାର ପଥରକୁ ଗୁଣ୍ଡ କରି ପ୍ରସ୍ତୁତ କରାଯାଉଛି ନକଲି ଅଟା । କିଛି ଲୋକେ ଲାଭ ପାଇବା … Continue reading ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..