Browsing Tag

malkangir news odia news odisha news

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ଆଜି କେନ୍ଦ୍ରୀୟ ଜନଜାତି କାର୍ଯ୍ୟ ତଥା ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଲକାନଗିରି ଗସ୍ତ କରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଜଳ ଶକ୍ତି ଓ ଜନଜାତି ଉନ୍ନୟନ ପ୍ରକଳ୍ପ…
Read More...

ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

ମାଲକାନଗିରି : ଏନକାଉଣ୍ଟରରେ ୨ ମାଓବାଦୀ ନିପାତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଛତିଶଗଡ ଦନ୍ତେୱାଡାର ନାହାଡି ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି। ୨ଟି ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।…
Read More...

ପୋଲ ଉପରେ ୫ ଫୁଟ୍‌‌ର ପାଣି ; ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ..

ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ଭି-୯୬ ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳା ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଯୋଗାଯୋଗ…
Read More...

ତଲାସି ଅଭିଯାନ ବେଳେ କୁଖ୍ୟାତ ମାଓବାଦୀ ଗିରଫ 

ମାଲକାନଗିରି : ଦୀର୍ଘ ଦିନ ପରେ ମାଲକାନଗିରି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ମାଥିଲି ଓ ଛତିଶଗଡ଼ ସହ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଏସଓଜି ଓ ଡିଭିଏଫ ଦ୍ୱାରା…
Read More...

ଓଲଟିଲା କାଠ ବୋଝେଇ ଟ୍ରକ ; ଯାତାୟତ ଠପ୍‌‌

ବୈପାରିଗୁଡା: କାଠ ବୋଝେଇ ଟ୍ରକ ଓଲଟି ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ବୈପାରିଗୁଡା ମାଲକାନଗିରି ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟସ୍ଥ କଶିଗାଡ ପୋଲ ଉପରେ ଆନ୍ଧ୍ରପ୍ରଦେଶର…
Read More...

ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ ; ଚନ୍ଦ୍ରଯାନ ୩ରେ ଜୟନ୍ତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା

ମାଲକାନଗିରି : ଉପାନ୍ତ ଅଂଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁବନନ୍ତପୁରମ୍…
Read More...

୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତର ହନୁମାନ ମନ୍ଦିର ପାଖରେ ଥିବା କଲୋନିର ସୁକୁଆବାଲା ନାମକ ବ୍ୟକ୍ତିଙ୍କ ଘର ପଛ ପାଖରୁ ଅଜଗର ସାପଟିକୁ ଉଦ୍ଧାର କରାଯାଇଛି ।…
Read More...

ଲୁଣିବାହାଲ ଠାରେ ନୂତନ ଏଟିଏମ ଉଦଘାଟିତ

ହରଭଙ୍ଗା :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ଠାରେ ସୋମବାର ବ୍ୟାଙ୍କ ଅଫ୍ ବରୋଦାର ଏକ ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ ମୁଖ୍ୟ…
Read More...

ପୁଣି ଅଲୋଡ଼ା ହେଲା ନବଜାତ କନ୍ୟା, ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର 

ମାଲକାନଗିରି : ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଜରି ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ଖତ ଗଦାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା…
Read More...

ନଦୀ ନାଳରେ କମିଛି ଜଳସ୍ତର

ମାଲକାନଗିରି : ବର୍ଷା କମିଛି। ନଦୀ ନାଳରେ ଜଳସ୍ତର କମିଛି। ଜନ ଜୀବନ ସ୍ବାଭାବିକ ହୋଇଛି। ହେଲେ ବନ୍ୟା ପରବର୍ତ୍ତୀ ଦୃଶ୍ୟ ଅସ୍ୱଭାଭିକ ପରିସ୍ଥିତି ଦୃଶ୍ୟମାନ ହୋଇଛି। ଜିଲ୍ଲାରେ ୨୦ଟି ବାସଗୃହ ଭାଙ୍ଗି ଯାଇଥିବା…
Read More...