Browsing Tag

malkangir news odia news odisha news

ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ମାଲକାନଗିରି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ…
Read More...

ବର୍ବରକାଣ୍ଡ; ଦୁଇ ଜଣଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ପୁଣି ନକ୍ସଲଙ୍କ ଉନ୍ମତ୍ତକାଣ୍ଡ ଦେଖାଯାଇଛି। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଇଛନ୍ତି ନକ୍ସଲ। ମୃତକଙ୍କ ମଧ୍ୟରେ ଜଣେ ନାଏବ…
Read More...

ବିଦ୍ୟୁତ କାଟ ; ଜିଲ୍ଲା କଂଗ୍ରେସର ଦାବିପତ୍ର

ମାଲକାନଗିରି : ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଦାବିପତ୍ର ଦେଇଛନ୍ତି । ଜିଲ୍ଲା…
Read More...

ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ, ୧୦୦ କେଜି ଜବତ

ମାଲକାନଗିରି : ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କଲା ଅବକାରୀ ପୁଲିସ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମ…
Read More...

ଗଛରେ ପିଟି ହେଲା ଚାଉଳ ବୋଝେଇ ପିକଅପ ; ଚାଳକ ମୃତ

ମାଲକାନଗିରି : ଗଛରେ ପିଟିହେଲା ଚାଉଳ ବୋଝେଇ ପିକଅପ । ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି ।…
Read More...

ମାଲକାନଗିରି ଗସ୍ତରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଗସ୍ତ ସମୟରେ ମାଲକାନଗିରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କଳାପତାକା ପ୍ରଦର୍ଶନ କରିବା ସହ …
Read More...

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ଶହଶହ ମିଲିସିଆ ମାଓବାଦୀ 

ମାଲକାନଗିରି : ଧିରେ ଧିରେ ପରିବର୍ତ୍ତନ ହେଉଛି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଏଠାରେ ମାଓବାଦୀର ମେରୁଦଣ୍ଡ ଭାଙ୍ଗୁଥିବା ଦେଖାଯାଉଛି । ଗୁରୁପ୍ରିୟା ସେତୁ ହେଲା ପରେ ଏବେ ଧୀରେ ଧୀରେ ସମ୍ପୂର୍ଣ୍ଣ ମାଓଗଡ଼କୁ…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୁରକ୍ଷା କର୍ମୀଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଆନ୍ଧ୍ର ଓ ଓଡିଶା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଏହି ସଫଳତା ମିଳିଛି । ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ…
Read More...

କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ ତାରିଖ ଦିନ ମାଲକାନଗିରି ଏସ ଓ ଜି ଯବାନମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୁମ୍ବିଂ ଅପରେସନ ଆରମ୍ଭ…
Read More...

ମାଲକାନଗିରିରେ ଆନ୍ତଃ ଜିଲ୍ଲା ମହିଳା ଓ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

ମାଲକାନଗିରି : ସ୍ଥାନୀୟ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ‌ ପରିଷରରେ ଆୟୋଜିତ କବାଡି ପ୍ରତିଯୋଗିତାରେ ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇଛନ୍ତି। ପ୍ରାୟ ୧୦ ଟି…
Read More...