ପୋଲ ଉପରେ ୫ ଫୁଟ୍ର ପାଣି ; ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ..
ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ଭି-୯୬ ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳା ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ କୂଳରେ ଯାନବାହନ ଅଟକି ରହିଥିବା ବେଳେ କୌଣସି ଅଘଟଣ ଯେପରି ନ ଘଟେ ସେଥିପାଇଁ,ଏମ୍.ଭି-୭୯ ପୁଲିସ ମୁତୟନ ହୋଇ ଥିବା ଦେଖିବାକୁ ମିଳିଛି।
ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ.. pic.twitter.com/xplY1xTs8E
— Samaja Live (@samajalive) September 14, 2023
Comments are closed.