www.samajalive.in
Wednesday, November 19, 2025
29.1 C
Bhubaneswar

ଓଲଟିଲା କାଠ ବୋଝେଇ ଟ୍ରକ ; ଯାତାୟତ ଠପ୍‌‌

ବୈପାରିଗୁଡା: କାଠ ବୋଝେଇ ଟ୍ରକ ଓଲଟି ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ବୈପାରିଗୁଡା ମାଲକାନଗିରି ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟସ୍ଥ କଶିଗାଡ ପୋଲ ଉପରେ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ୍ ଯାଉଥିବା ଏକ କାଠ ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ରାସ୍ତା ଜାମ୍ ହୋଇ ଶହଶହ ସଂଖ୍ୟାରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଓଡିଶା ଆନ୍ଧ୍ରପ୍ରଦେଶ ଯୋଗାଯୋଗ ଏକ ପ୍ରକାର ବନ୍ଦ ହୋଇଯାଇଛି। ଗତକାଲି ରାତି ୧୧ଟା ଠାରୁ ବର୍ତ୍ତମାନ ସୁଦ୍ଧା ରାସ୍ତା ଜାମ୍ ଲାଗି ରହିଛି। ଘଟଣାସ୍ଥଳରେ ବୈପାରିଗୁଡା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯାତାୟତ ସ୍ୱାଭାବିକ କରିବା ଜାରି ରଖିଛନ୍ତି।

Hot this week

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

Related Articles

Popular Categories