www.samajalive.in
Tuesday, December 9, 2025
15.1 C
Bhubaneswar

ନଦୀ ନାଳରେ କମିଛି ଜଳସ୍ତର

ମାଲକାନଗିରି : ବର୍ଷା କମିଛି। ନଦୀ ନାଳରେ ଜଳସ୍ତର କମିଛି। ଜନ ଜୀବନ ସ୍ବାଭାବିକ ହୋଇଛି। ହେଲେ ବନ୍ୟା ପରବର୍ତ୍ତୀ ଦୃଶ୍ୟ ଅସ୍ୱଭାଭିକ ପରିସ୍ଥିତି ଦୃଶ୍ୟମାନ ହୋଇଛି। ଜିଲ୍ଲାରେ ୨୦ଟି ବାସଗୃହ ଭାଙ୍ଗି ଯାଇଥିବା ପ୍ରଶାସନର ପ୍ରାଥମିକ ତଦନ୍ତ ରିପୋର୍ଟରେ ସୂଚନା ମିଳିଛି। ସେହିପରି କୋରୁକୋଣ୍ଡା ବ୍ଲକର ନକମାମୁଡ଼ି ପଞ୍ଚାୟତର ଦାମୋଦରବେଡା ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭୁଶୁଡ଼ି ଯାଇଛି। ଫଳରେ ଏବେ ପିଲାମାନେ ପାଠ ପଢ଼ିବା ଲାଗି ବିପଦ ସୃଷ୍ଟି ହେଇଛି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories