Browsing Tag

Maharastra News

ସାକ୍ଷାତକାର ପାଇଁ ପହଞ୍ଚିଲେ ହଜାର ହଜାର ଆଶାୟୀ, ଉପୁଜିଲା ଦଳାଚକଟା ପରିସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୁମ୍ବଇରେ। ଏକ ସାକ୍ଷାତକାର ଜରିଆରେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବା ପରେ…
Read More...

ଦେଖନ୍ତୁ ଭିଡିଓ: ରାସ୍ତାରେ ବୁଲିଲା ବିରାଟ କୁମ୍ଭୀର

ସମାଜ ଡିଜିଟାଲ ଡେସ୍କ: ନଦୀ, ହ୍ରଦ କିମ୍ବା ଚିଡ଼ିଆଖାନାରେ କୁମ୍ଭୀର ଦେଖିବାକୁ ମିଳିଥାଆନ୍ତି। କିନ୍ତୁ ହଠାତ ରାସ୍ତାରେ କୁମ୍ଭୀର ବୁଲୁଥିବାର ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟଚକିତ ହେବେ ନିଶ୍ଚୟ। ଏଭଳି ଏକ ଦୃଶ୍ୟ…
Read More...

ପୋଲ ତଳକୁ ଖସିଲା କାର ; ୭ ଡାକ୍ତରୀ ଛାତ୍ର ମୃତ

ମୁମ୍ବଇ : ମହାରାଷ୍ଟ୍ରର ସେଲସୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ବିଜେପି ବିଧାୟକ ବିଜୟ…
Read More...

ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ସହ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି। ଏହି କାରଣରୁ ରାଜ୍ୟରେ କରୋନାର ୩ୟ ତରଙ୍ଗ ନେଇ ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ…
Read More...

ରାସ୍ତାରେ ବାଘ ଦେଖି ସେଲଫି ନେବାକୁ କଲେ ଚେଷ୍ଟା ଲୋକେ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟିରେ ଦେଖାଯାଉଛି ୨ଟି ବାଘ (ଏକ ବାଘ ଯୋଡା) ହଠାତ ରାସ୍ତା ଉପରକୁ ଆସିଗଲେ। ରାସ୍ତାରେ ବୁଲୁଥିବା ଏହି ୨ଟି…
Read More...

ମହାରାଷ୍ଟ୍ର ସରକାରଙ୍କ ଘୋଷଣା ; ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଲଗାତାର ୪ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପୁଛି। ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ୪୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…
Read More...

ଶିଶୁକୁ କୁକୁର କାମୁଡ଼ିଲା, ମାଲିକକୁ ୬ ମାସ ଜେଲ୍

ମୁମ୍ବଇ: ନାଗପୁରର ମାଜିଷ୍ଟ୍ରେଟସ୍ତରୀୟ ଅଦାଲତ ୭ ବର୍ଷ ପୂର୍ବେ ଏକ ଶିୁଶୁକୁ କୁକୁର କାମୁଡ଼ିବା ମାମଲାର ଶୁଣାଣି କରି କୁକୁରର ମାଲିକାଣୀଙ୍କୁ ୬ ମାସ ଜେଲ ଦଣ୍ଡ ଦେଇଛନ୍ତି। ଅପର ପକ୍ଷରେ ବୃତ୍ତିରେ ଡାକ୍ତର ଥିବା…
Read More...

ମହାରାଷ୍ଟ୍ର ବାଶିମରେ ଏକ ଛାତ୍ରାବାସର ୨୨୯ ଛାତ୍ର କରୋନା ପଜିଟିଭ

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି କାରଣରୁ ମହାରାଷ୍ଟ୍ର ସରକାର କେତେକ ଜିଲାରେ ଲକଡାଉନ ନିୟମ ଲାଗୁ କରିଛନ୍ତି। ଏହାମଧ୍ୟରେ ବାଶିମ ଜିଲାରେ ବୁଧବାର ୩୧୮ ନୂଆ…
Read More...

ଶିବସେନାରେ ସାମିଲ ହେଲେ ଏହି ଅଭିନେତ୍ରୀ

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ମଙ୍ଗଳବାର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ​‌ ସେ କଂଗ୍ରେସ…
Read More...

ମହାରାଷ୍ଟ୍ରରେ କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌହାନ କରୋନା ସଂକ୍ରମିତ

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ରକ୍ତ ଏବଂ ସ୍ବାବ…
Read More...