Browsing Tag

lockdown

ହୃଦୟ ବିଦାରକ: ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ଖାଇଲେ ପ୍ରବାସୀ ଶ୍ରମିକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଲକ୍‌ଡାଉନ ଗରିବ ପେଟକୁ ଲାତ ମାରିଛି। ଗରିବ, ଦିନ ମଜୁରିଆ ଭୋକ ଉପାସରେ ଛଟପଟ ହେଉଛନ୍ତି। କିଏ ଡଷ୍ଟବିନ୍‌ରେ ଫିଙ୍ଗାଯାଇଥିବା ବଳକା ଖାଦ୍ୟ ସଂଗ୍ରହ କରି ଖାଉଛି ତ କି ରାସ୍ତାରୁ ଅଇଁଠା ଗୋଟାଇ ଖାଉଛି।…
Read More...

କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଲେ ଶ୍ରମିକ, ଝାଡ଼ଖଣ୍ଡ ପଠାଇଲା ପୁଲିସ

ରାଉରକେଲା: କରୋନା ମହାମାରୀ ମୁକାବିଲା ପାଇଁ ଲକ୍‌ଡାଉନର ଅବଧି ବୃଦ୍ଧି କରାଯାଇଥିବାବେଳେ ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି। ଏହି ପରିପ୍ରେକ୍ଷୀରେ କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଛନ୍ତି ୨୦ ଶ୍ରମିକ। ଏହି…
Read More...

ଲକଡାଉନରେ ଗୋଷ୍ଠୀ ସଂଘର୍ଷ ; ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ, ଜଣେ ଆହତ

ପାଟଣାଗଡ : ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂର୍ଘଷକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏଥିରେ ଅନ୍ୟ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।…
Read More...

ଜୁନ ୩୦ ପର୍ଯ୍ୟନ୍ତ ବୁକ୍‌ ହୋଇଥିବା ଟ୍ରେନ ଟିକେଟ ରଦ୍ଦ କଲା ରେଲୱେ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ…
Read More...

ମେ ୧୯ରୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ

ଚେନ୍ନାଇ: ଆସନ୍ତା ୧୯ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ଦେଶର କେତେକ ସହରରେ ବିମାନ ଉଡ଼ାଣ ଆରମ୍ଭ ହେବ। ମେ ୧୯ ତାରିଖରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ହେବା ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଲକଡାଉନ…
Read More...

୫୪୫ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵରରୁ ଦିଲ୍ଲୀ ଗଲା ଟ୍ରେନ

ଭୁବନେଶ୍ଵର: ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଦେଶର ୧୫ଟି ଷ୍ଟେଶନରେ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରୁଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ଵର ଷ୍ଟେଶନରୁ ଏକ ଟ୍ରେନ ଦିଲ୍ଲୀ ଅଭିମୁଖେ…
Read More...

କେଉଁ କ୍ଷେତ୍ରକୁ କେତେ ଆର୍ଥିକ ପ୍ୟାକେଜ୍‌ ? ଅପରାହ୍ନ ୪ଟାରେ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ…
Read More...

କାଲିଠୁ ଗଡ଼ିବ ରେଳ: ଆଜିଠୁ ଟିକେଟ ବୁକିଂ, ମିଳିବନି ଏହି ସୁବିଧା

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖ ଅର୍ଥାତ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ। ଭାରତୀୟ ରେଲୱେ ପକ୍ଷରୁ ଏ ନେଇ ଘୋଷଣା ହୋଇଥିବାବେଳେ ସୋମବାର ଅପରାହ୍ନ ୪ଟାରୁ ଟ୍ରେନ ଟିକେଟ ବୁକିଂ…
Read More...

ଲକଡାଉନ ସମୟରେ ୩୭୦ ଲୋକଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଛି। ତେବେ ଏହାକୁ ନେଇ ଅନେକ ଲୋକ ମାନସିକ ଅବସାଦ ଏବଂ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇ ନିଜ ଜୀବନ ହରାଇଛନ୍ତି। ଦେଶରେ ୩୫୦ରୁ ଅଧିକ…
Read More...

ମେ ୧୫ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିପାରେ

ନୂଆଦିଲ୍ଲୀ: ଦେଶରେ ବିମାନ ଚଳାଚଳ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ସୁଦ୍ଧା ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ…
Read More...