MEllora 950×100
Browsing Tag

ladakh

ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନିଦିନିଆ ପୂର୍ବ ଲଦାଖ ଗସ୍ତ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରବିବାର ଠାରୁ ତିନିଦିନିଆ ପୂର୍ବ ଲଦାଖ ଗସ୍ତରେ ଯାଉଛନ୍ତି । ତାଙ୍କ ସହିତ ଭାରତର ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ । ଚୀନ ସହିତ ପୂର୍ବ…
Read More...

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ

ବେଜିଂ: ପୂର୍ବ ଲଦାଖରେ ଭାରତୀୟ ସୈନ୍ୟଙ୍କ ସହିତ ଚୀନ ସୈନ୍ୟ ସାମନା ସାମନି ହେବା ବର୍ଷେ ହେଲାଣି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଓ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦୁଇପକ୍ଷର କୋର…
Read More...

ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ମୁତୟନ ହୋଇଥିବା ଚୀନ ସୈନ୍ୟମାନେ ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବିଶେଷକରି ମାତ୍ରାଧିକ ଥଣ୍ଡାରେ ସୀମାନ୍ତରେ ରହିବା ସେମାନଙ୍କ ପାଇଁ…
Read More...

ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ଭାରତ ଓ ଚୀନର ସହମତି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ରବିବାର ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି। ଉଭୟ ଦେଶ ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ…
Read More...

ଚୀନ ସହିତ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ: ରାଜନାଥ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଗତ ମେ ମାସରେ ଆରମ୍ଭ ହୋଇଥିବା ବିବାଦ ଏବେ ବି ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଲାଣି, କିନ୍ତୁ ଏହା ଫଳପ୍ରଦ…
Read More...

ଜାତୀୟ ପୁରସ୍କାର ପାଇଲା ଧୂମକେତୁର ଏହି ଫଟୋ, ଜାଣନ୍ତୁ ଏହି ଦୃଶ୍ୟକୁ କଏଦ କରିଥିବା ଲୋକଟି କିଏ…

ଜମ୍ମୁ : ଲଦାଖର ସ୍ପିଟୁକ ବୌଦ୍ଧ ମଠ ଉପର ଆକାଶରେ ଥିବା ନିୟୋଭାଇଜ୍ ଧୂମକେତୁର ଏହି ଫଟୋକୁ ଜାତୀୟ ପୁରସ୍କାର ମିଳିଛି। ଜ୍ୟୋତିର୍ବିଜ୍ଞାନ ସୋସାଇଟି ଅଫ୍ ଇଣ୍ଡିଆ ହାନଲିରେ ଅବଜରଭେଟୋରୀ ଦାୟିତ୍ବରେ ଥିବା ଡୋରଜେ…
Read More...

ଲଦାଖରେ ୧୭ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଯବାନ

ନୂଆଦିଲ୍ଲୀ : ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛି। ଦେଶର ରାଜଧାନୀରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ପର୍ଯ୍ୟନ୍ତ  ଉତ୍ସବର ପରିବେଶ ରହିଛି। ଲଦାଖରେ ଥିବା ଆଇଟିବିପି ଯବାନମାନେ ପାଙ୍ଗୋଙ୍ଗ ତ୍ସୋ ନଦୀ କୂଳରେ…
Read More...

ମାନିଲା ପ୍ରତିରକ୍ଷା ମନ୍ତ୍ରଣାଳୟ; ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଭାରତୀୟ ଅଞ୍ଚଳରେ ଚୀନସୈନ୍ୟ ଅନୁପ୍ରବେଶ କରିଥିଲେ। ଗତ ମେ ମାସରେ ପୂର୍ବ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟ ଅନୁପ୍ରବେଶ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି। ପେନ୍‌ଗୋଙ୍ଗ ସୋ ହ୍ରଦ ଏବଂ…
Read More...

ଏଲଏସିରେ ଚୀନକୁ ମାତ୍‌ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍‌…
Read More...

ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ; ଆମେ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରୁ, ସୁଦର୍ଶନ ଚକ୍ର ବି ଧରିପାରୁ

ଲେହ: ଗଲୱାନ ଘାଟି ଭାରତର। ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶୁକ୍ରବାର ମୋଦୀ ଲେହ ଗସ୍ତ କରିବା ଅବସରରେ ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା…
Read More...