ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ Samaja Digital (SM) Sep 5, 2022 କଣ୍ଟାବାଞ୍ଜି : ସୋମବାର ଗୁରୁଦିବସ ଅବସରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ ହୋଇଯାଇଛି । ସିଆରସିସି ଦିନେଶ ମହାନନ୍ଦ ଏହି କାର୍ୟ୍ୟକ୍ରମକୁ… Read More...
ଆଧାର କାର୍ଡ ସହ ଭୋଟର କାର୍ଡ ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମ Samaja Digital (SM) Aug 25, 2022 କଣ୍ଟାବାଞ୍ଜି : ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଆଧାର କାର୍ଡ ସହିତ ଭୋଟର କାର୍ଡ ସଂଯୋଗୀକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲ୍ଲାପାଳ… Read More...
କଣ୍ଟାବାଞ୍ଜି ରାମ ମନ୍ଦିରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ Samaja Digital (SM) Aug 22, 2022 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରାମ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ କ୍ଷୀର ସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ମୋହନ… Read More...
ତୁରେକେଲା ବିଭିନ୍ନ ସ୍କୁଲ ବୁଲି ତଦାରଖ କଲେ ବିଧାୟକ Samaja Digital (SM) Aug 13, 2022 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୁକ୍ରବାର ତୁରେକେଲା ବ୍ଳକ୍ର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ସେ ପ୍ରଥମେ ମହଖଣ୍ଡ ବନଦୁର୍ଗା ହାଇସ୍କୁଲକୁ ଯାଇ ରୂପାନ୍ତରଣ କାମ ତଦାରଖ… Read More...
ମହିଳା ମହାବିଦ୍ୟାଳୟରେ ଅଙ୍ଗଦାନ ମହତଦାନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ Samaja Digital (SM) Aug 10, 2022 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ମାରୱାଡ଼ି ମହିଳା ସମିତି ଓ ମୋ କଲେଜ ଅଭିଯାନ ତରଫରୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଙ୍ଗଦାନ ମହତଦାନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ୟ୍ୟକ୍ରମରେ… Read More...
ଦିବ୍ୟାଙ୍ଗ ଛାତ୍ରୀ କଳ୍ପନା ଦଶମ ପରୀକ୍ଷାରେ ବ୍ଳକ ଟପର Samaja Digital (SM) Aug 8, 2022 କଣ୍ଟାବାଞ୍ଜି : ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ହୋଇଯାଇଛି। ତୁରେକେଲା ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୧୨ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ… Read More...
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ; ଗୋବିନ୍ଦ ସାହୁର ଏ. ଡି. ଜେ କୋର୍ଟରେ ଆତ୍ମସମର୍ପଣ Samaja Digital (SM) Jul 23, 2022 କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବିଚାର ବିଭାଗୀୟ ହାଜତ ଥାଇ ନିଜ ସ୍ତ୍ରୀ ଓ ପୁଅ ଅସୁସ୍ଥତା ପାଇଁ ଉଚ୍ଚ ନ୍ୟାୟ।ଳୟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ… Read More...
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ପକ୍ଷରୁ ଆଲୋଚନା ଚକ୍ର Samaja Digital (SM) Jul 14, 2022 କଣ୍ଟାବାଞ୍ଜି: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗୀର ଶାଖା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶାଖାର ସଭାପତି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ… Read More...
ମହୁଲପାଟି ଗାଁରେ ବନ ମହୋତ୍ସବ ପାଳିତ Samaja Digital (SM) Jul 5, 2022 କଂଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ମହୁଲପାଟି ଗାଁରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜିରେଞ୍ଜର ଶ୍ରାଦ୍ଧଦେବ ବଡ଼ମାଳୀ ପ୍ରତେକ୍ଷତତ୍ୱାବଧାନ ଏବଂ ମହୁଲପାଟି ଫରେଷ୍ଟର … Read More...
କଣ୍ଟାବାଞ୍ଜିରେ ବିଶ୍ୱ ରକ୍ତଦାତା ଦିବସ ପାଳିତ Samaja Digital (SM) Jun 14, 2022 କଣ୍ଟାବାଞ୍ଜି: ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର କଣ୍ଟାବାଞ୍ଜି ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଏ ଡି ଏମ ଓ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେସି ମହନ୍ତ ମୁଖ୍ୟ… Read More...