Browsing Tag

jajpur

ରାସନ ଦୁର୍ନୀତିର ତଦନ୍ତ କରିବାକୁ ଯାଇ ଅଟକ ରହିଲେ ଯୋଗାଣ ଅଧିକାରୀ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ଗାଁରେ ରାସନ ଯୋଗାଣରେ ହେରଫେର ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ଖାଦ୍ୟ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ପିଇଓ ମାନ ଗୋବିନ୍ଦ ସାମଲଙ୍କୁ ଦୁଇଘଣ୍ଟାରୁ…
Read More...

ରାଜ୍ୟରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ପୁଣି ୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୪୩୭କୁ ବୃଦ୍ଧି ପାଇଛି। ଏହି ୨୩ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ଵରରୁ ସର୍ବାଧିକ ୧୫ ଜଣ…
Read More...

ସୁଦୂର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ଧରି ସାଇକେଲ ଚଳାଇ ଯାଜପୁରରେ ପହଂଚିଲେ ଯୁବକ

ଯାଜପୁର : କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା। କୋରୋନା ପାଇଁ ସାରା ଭାରତବର୍ଷରେ ଏବେ ଲକ ଡାଉନ…
Read More...

କଡା କଟକଣାରେ ଯାଜପୁର ଜିଲା

ଯାଜପୁର : ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ୍ ଯାଜପୁର ଜିଲାରୁ ମିଳିବା ପରେ କରୋନା କଟକଣାକୁ ଆହୁରି କଡାକଡି କରାଯାଇଛି। ଜିଲାର ସୀମାକୁ ବନ୍ଦ କରାଯିବା ସହ ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର କରାଯାଇଛି। ପୂର୍ବରୁ…
Read More...

ରେଳ ଷ୍ଟେସନ ଓ ଡାକ୍ତରଖାନାରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁର ଜିଲାପାଳ

ଯାଜପୁର : ଯାଜପୁରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ନିଜେ ମାସ୍କ ପିନ୍ଧି ଯାଜପୁର ରୋଡ, ରେଳଷ୍ଟେସନ ଓ ଡାକ୍ତରଖାନା ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। କୌଣସି…
Read More...

ଯାଜପୁରରେ କରୋନା ସମୀକ୍ଷା ବୈଠକ, ସତର୍କ ରହିବାକୁ ଜିଲାପାଳଙ୍କ ପରାମର୍ଶ

ଯାଜପୁର : ଯାଜପୁର ଜିଲାରେ କରୋନା ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ମଙ୍ଗଳବାର ଜିଲାପାଳ ରଂଜନ କୁମାର ଦାସ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ,…
Read More...

ନଦୀରେ ବୁଡ଼ି ଛାତ୍ର ମୃତ

ଯାଜପୁର : ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଗୁରୁବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲା ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବୀ…
Read More...

ବିଶ୍ବ ପାଳୁଛି ମହିଳା ଦିବସ, ହେଲେ ଥମୁନି ନାରୀ ନିର୍ଯାତନା ; ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଯାଜପୁର/ଭୁବନେଶ୍ବର : ଗୋଟିଏ ପଟେ ଦେଶବ୍ୟାପୀ ବିଶ୍ବ ମହିଳା ଦିବସ ପାଳନ କରାଯାଉଥିବା ବେଳେ ଅନ୍ୟ ପଟରେ ରାଜ୍ୟରେ ମହିଳା ନିର୍ଯାତନା ଥମିବାର ନାଁ ଧରୁନାହିଁ। ଆଜି ବିଶ୍ୱ ମହିଳା ଦିବସରେ ଯାଜପୁର ଜିଲାରୁ ଏକ ଲଜ୍ଜାଜନକ…
Read More...

ଗାଁରେ ପହଞ୍ଚିଲା ୩ ଓଡିଆ ଶ୍ରମିକଙ୍କ ମର ଶରୀର, ଗୋଟିଏ ଶ୍ମଶାନରେ ଜଳିଲା ଚିତା

ଯାଜପୁର : ଗୁଜୁରାଟ ଅହମଦାବାଦ ସୂତାକଳରେ କାର୍ଯ୍ୟରତ ୩ ଓଡିଆ ଶ୍ରମିକଙ୍କ ମର ଶରୀର ମଙ୍ଗଳବାର ଅପରାହ୍ନରେ ନିଜ ଜନ୍ମମାଟି ଯାଜପୁର ଜିଲା ଜମଧର ଗାଁରେ ପହଁଚିଛି। ମର ଶରୀର ଗାଁ ମୁଣ୍ଡରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ…
Read More...

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ସ୍ମାରକପତ୍ର

ଯାଜପୁର: ଯାଜପୁର ଉତ୍କଳ ମହିଳା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମହିଳାଙ୍କ ଉପରେ ହେଉଥିବା ପାଶବିକ ଅତ୍ୟାଚାର ପ୍ରତିବାଦରେ ସମିତି ପକ୍ଷରୁ…
Read More...