Browsing Tag

india

ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ- ଭାରତ ବି ଆକ୍ରମଣାତ୍କମ ହୋଇପାରିବ

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଭାରତୀୟ ଅଞ୍ଚଳକୁ ଜୋର ଜବରଦସ୍ତି କବ୍‌ଜା କରିବାକୁ ଉଦ୍ୟମ କରୁଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା (ଆଇଏଏଫ)…
Read More...

ଅରୁଣାଚଳକୁ ପୁଣି ନିଜର କହିଲା ଚୀନ, ଗାଁ ନିର୍ମାଣ ଖବର ଉପରେ ଦେଲା ଏପରି ପ୍ରତିକ୍ରିୟା

ବେଜିଂ: ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ଗାଁ ବସାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଚୀନ ପ୍ରତିକ୍ରିୟା ପ୍ରକାଶ କରି ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି ଦୋହରାଇଛି। ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର…
Read More...

ବିସିସିଆଇକୁ ଖୋଲା ଚିଠି ଲେଖିଲା କ୍ରିକେଟ ଅଷ୍ଟ୍ରେଲିଆ, ଟିମ ଇଣ୍ଡିଆର ଐତିହାସିକ ବିଜୟ ପାଇଁ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ: କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ବୁଧବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)କୁ ଖୋଲା ଚିଠି ଲେଖି ଟିମ୍‌ ଇଣ୍ଡିଆର ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି। ଅନ୍ତିମ ଟେଷ୍ଟରେ…
Read More...

ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା; ମୟଙ୍କଙ୍କ ବଦଳରେ ରୋହିତ ସାମିଲ, ପଦାର୍ପଣ କରିବେ ସାଇନି

ସିଡ୍‌ନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି। ସେ ଟେଷ୍ଟରେ ତାଙ୍କର…
Read More...

ଏଲେକ୍ସ ଏଲିସ ଭାରତରେ ବ୍ରିଟେନର ନୂଆ ଉଚ୍ଚାୟୁକ୍ତ ନିଯୁକ୍ତ

ନୂଆଦିଲ୍ଲୀ: ବ୍ରିଟେନର ରଣନୀତି ବିଶେଷଜ୍ଞ ଏଲେକ୍ସ ଏଲିସଙ୍କୁ ଭାରତରେ ନୂଆ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ବ୍ରିଟେନର ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ଉନ୍ନୟନ କାର୍ଯ୍ୟାଳୟ (ଏଫସିଡିଓ) ପକ୍ଷରୁ ମଙ୍ଗଳବାର ଏ ନେଇ…
Read More...

କୋହଲି ବି ଭାଙ୍ଗିଥିଲେ କରୋନା ପ୍ରୋଟୋକଲ !

ନୂଆଦିଲ୍ଲୀ: ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ତେବେ ଏହି ସମୟରେ ଟିମ ଇଣ୍ଡିଆ ଏକାଧିକ ବିବାଦ ଘେରକୁ ଆସିଛି। ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଟିମ ଇଣ୍ଡିଆ…
Read More...

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ…
Read More...

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନ ନାଗରିକଙ୍କୁ ଭାରତ ମନା। କୌଣସି ଚୀନ ନାଗରିକ ଏଣିକି ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧିକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ…
Read More...

୩୬ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୯୦ ରନ୍‌ର ବିଜୟଲକ୍ଷ୍ୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତ ୩୬ ରନ୍‌ରେ ପାଳି ଘୋଷଣା କରିଛି। ଶେଷ ଉଇକେଟ୍‌ ପଡ଼ିବା ପୂର୍ବରୁ ଆଘାତ ଯୋଗୁ ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ପାଳି…
Read More...

୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଭାରତ ୨ଦିନ ଶେଷ ସୁଦ୍ଧା ୧ ଉଇକେଟ୍‌ ବିନିମୟରେ ୯ ରନ୍‌ କରିଥିଲା। ତେବେ ୩ୟ ଦିନ ଖେଳ ଆରମ୍ଭ ହେବା ପରେ ଦଳକୁ ଗୋଟିଏ…
Read More...