Browsing Tag

india

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବା ପଥ ପରିଷ୍କାର

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତି ଓ କଳାଟଙ୍କା କାରବାରର ମୁଖ୍ୟ ଅଭିଯୁକ୍ତ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନର ଗୃହ ମନ୍ତ୍ରଣାଳୟ…
Read More...

ଚଳିତ ମାସରୁ ମିଳିବ ସ୍ପୁଟନିକ ଭି ଟିକା: ତ୍ୱରାନ୍ୱିତ ହେବ ଟିକାକରଣ

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଉଏକ ଭଲ ଖବର। ଭାରତ ସରକାର କୋଭିଡ-୧୯ର ମୁକାବିଲା ନିମନ୍ତେ ରୁଷରେ ପ୍ରସ୍ତୁତ ସ୍ପୁଟନିକ ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିବାର ଦୁଇଦିନ ପରେ…
Read More...

ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ କପା ଓ ଚିନି ଆମଦାନୀ କରିବ

ନୂଆଦିଲ୍ଲୀ: କାଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଭାରତ ସହିତ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦ ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଭାରତରୁ କପା ଓ ଚିନି ଆମଦାନୀ ଉପରେ କଟକଣା ଲାଗୁ କରିଥିଲେ। ତେବେ ସେଠାରେ…
Read More...

ଦେଶରେ ଗୋଟିଏ ଦିନରେ ୧,୮୪,୩୭୨ ନୂଆ ସଂକ୍ରମିତ, ୧୦୨୭ ମୃତ

ନୂଆଦିଲ୍ଲୀ: ସମଗ୍ର ଭାରତକୁ ଗ୍ରାସ କରିବାରେ ଲାଗିଛି କରୋନା ମହାମାରୀ। ଦେଶର ସମସ୍ତ ରାଜ୍ୟକୁ ମାଡିଚାଲିଛି ସଂକ୍ରମଣ। ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ…
Read More...

ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୮୭୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାଦ୍ୱାରା ଦେଶରେ…
Read More...

ଏସ-୪୦୦ କ୍ଷେପଣାସ୍ତ୍ର ଚୁକ୍ତିକୁ ନେଇ ଭାରତ-ରୁଷ କମ୍ପାନୀ ନିଜ ନିଷ୍ପତ୍ତିରେ ଅଟଳ

ନୂଆଦିଲ୍ଲୀ: ରୁଷିଆ ନିକଟରୁ ଯୁଦ୍ଧାସ୍ତ୍ର ଓ ଆନୁଷଙ୍ଗିକ ଉପକରଣ ଖରିଦ ନକରିବାକୁ ଭାରତ ଉପରେ ଆମେରିକା ପକ୍ଷରୁ ବର୍ଦ୍ଧିତ ଚାପ ସତ୍ତେ୍ୱ ଭାରତ ଓ ରୁଷ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ…
Read More...

୨୦୨୧ରେ ଭାରତର ଆର୍ଥିକ ଉତ୍ପାଦନ ୨୦୧୯ ଠାରୁ କମ୍‍ ରହିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ଅର୍ଥନୈତିକ ଉତ୍ପାଦନ ୨୦୧୯ ତୁଳନାରେ ନିମ୍ନରେ ରହିବ। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ଥିବା ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ କମିଶନ (ଏସ୍‍କାପ)ର ବାର୍ଷିକ ସର୍ଭେ…
Read More...

ଭାରତ ଓ ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି

ନୂଆଦିଲ୍ଲୀ :  ଭାରତ ଓ ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ୍‍ କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ଚୀନର ମୋଲଦୋଠାରେ ଅନୁଷ୍ଠିତ ହେବ। ଆଲୋଚନାରେ ସୈନ୍ୟ ଅପସାରଣ ବିଷୟ ମୁଖ୍ୟ ପ୍ରସଙ୍ଗ ରହିବାର ଅନୁମାନ କରାଯାଉଛି।…
Read More...

ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ଭାରତ ଓ ଚୀନର ସହମତି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ରବିବାର ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି। ଉଭୟ ଦେଶ ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ…
Read More...

ଚୀନର ଚାଲାକି: ବାଂଲାଦେଶକୁ ମାଗିଲା ଭାକ୍ସିନ ପରୀକ୍ଷଣ ଖର୍ଚ୍ଚ, ଭାରତକୁ କରୋନା ଟିକା ମାଗିଲେ ଶେଖ୍‌ ହସିନା

ଢାକା: ସାରା ବିଶ୍ଵରେ କରୋନା ଭୂତାଣୁ ବ୍ୟାପିବା ପଛରେ ଚୀନର ହାତ ରହିଥିବା ବିଭିନ୍ନ ରାଷ୍ଟ୍ର ଅଭିଯୋଗ କରିଆସୁଛନ୍ତି। ଚାଲାକ୍‌ ଚୀନ କରୋନା ଭୂତାଣୁ ଯୋଗୁ ବହୁ ଦେଶକୁ ମାସ୍କ, ପିପିଇ କିଟ୍‌, ଟିକା ସମେତ ଅନ୍ୟାନ୍ୟ…
Read More...