Browsing Tag

india

ଜର୍ମାନୀରୁ ଆସିବ ୨୩ ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ; ପ୍ରତି ପ୍ଲାଣ୍ଟ ଘଣ୍ଟାକୁ ୨୪୦୦ ଲିଟର ଅକ୍ସିଜେନ ଉତ୍ପାଦନ କରିପାରିବ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନ ଅଭାବ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି…
Read More...

ଦେଶରେ ଦିନକରେ ୩,୩୨,୭୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୨୬୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨,୭୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୬୩,୬୯୫କୁ ବୃଦ୍ଧିପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

୫ମ ପର୍ଯ୍ୟାୟ ରାଫେଲ ଲଢୁଆ ବିମାନ ଭାରତ ପହଞ୍ଚିଲା

ନୂଆଦିଲ୍ଲୀ: ପଞ୍ଚମ ଦଫା ରାଫେଲ ଲଢୁଆ ବିମାନ ବୁଧବାର ଭାରତରେ ପହଞ୍ଚିଛି। ଦୀର୍ଘ ୮୦୦୦ କିଲୋମିଟର ଉଡାଣ କରିବା ପରେ ତାହା ଆମ ଦେଶରେ ପହଞ୍ଚିଥିଲା। ଏହି ବିମାନଗୁଡିକରେ ମଝିବାଟରେ ଆକାଶ ମାର୍ଗରେ ଇନ୍ଧନ ଭର୍ତ୍ତି…
Read More...

ଦେଶରେ ଦିନକରେ ୩ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗୋଟିଏ ଦିନରେ ୩.୧୫ ଲକ୍ଷ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଏପର୍ଯ୍ୟନ୍ତ ଯେକୋୖଣସି…
Read More...

ଦେଶରେ ଦିନକରେ ୨.୯୫ ଲକ୍ଷ ନୂଆ ସଂକ୍ରମିତ, ୨୦୨୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୯୫ ଲକ୍ଷ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୨୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ…
Read More...

ଭାରତର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି ଆମେରିକା

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଜନିତ ପରିସ୍ଥିତି ଉପରେ ଆମେରିକା ପ୍ରଶାସନ ତୀକ୍ଷ୍‍ଣ ନଜର ରଖିଛି। ସଂପ୍ରତି ଭାରତ ନଯିବାକୁ ଆମେରିକାର ସେଣ୍ଟର୍ସ ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ…
Read More...

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ନୂଆ ସଂକ୍ରମିତ; ୧୭୬୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଏବେ ୩ ଲକ୍ଷ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୧୭୬୧ ଜଣ କରୋନା…
Read More...

ଭାରତକୁ ଟିକା ପ୍ରସ୍ତୁତି ଉପାଦାନ ରପ୍ତାନି ଉପରେ ଆମେରିକାର ପ୍ରତିବନ୍ଧକ

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନିୟନ୍ତଣ ବାହାରକୁ ଯାଉଥିବାବେଳେ କୋଭିଡ ପ୍ରତିଷେଧକ ଟିକା ଅଧିକ ଉତ୍ପାଦନ ପାଇଁ ଆବଶ୍ୟକ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାରତକୁ ରପ୍ତାନି କରିବା ଉପରେ…
Read More...

ବରୁଣ ନୋୖ ସମରାଭ୍ୟାସ ଏପ୍ରିଲ ୨୫ରୁ : ଭାରତ, ଫ୍ରାନ୍ସ, ୟୁଏଇ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ପାରସ୍ୟ ଉପସାଗରରେ ଆରମ୍ଭ ହେବାକୁ ଯାଉଛି ବରୁଣ ନୋୖ ସମରାଭ୍ୟାସ। ଏଥିରେ ଭାରତ ସମେତ ଫ୍ରାନ୍ସ ଓ ୟୁଏଇ ଅଂଶଗ୍ରହଣ କରିବେ। ୟୁଏଇ ପ୍ରଥମ ଥର ପାଇଁ ଭାରତ ଓ ଫ୍ରାନ୍ସର ନୋୖସେନା ସହିତ…
Read More...

ଭାରତରୁ ବିମାନ ଉଡାଣ ଉପରେ ହଂକଂର କଟକଣା

ହଂକଂ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହଂକଂ କର୍ତ୍ତୃପକ୍ଷ ଭାରତରୁ ସମସ୍ତ ବିମାନ ସେବା ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…
Read More...