Browsing Tag

india

ଝଟ୍‌କା ଦେଲେ ବୁମ୍‌ରା, ଅଶ୍ଵିନ; କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ

ଆଡିଲେଡ୍‌: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନ ଖେଳ ଶୁକ୍ରବାର ଜାରି ରହିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଘରୋଇ ଦଳ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ତେବେ…
Read More...

ଆମେରିକାର ଭାରତ ବିରୋଧୀ ପଦକ୍ଷେପ; ଅର୍ଥ ହେରଫେର କରୁଥିବା ୧୦ ଦେଶର ‘ତଦାରଖ ତାଲିକା’ରେ ସ୍ଥାନିତ କଲା

ନୂଆଦିଲ୍ଲୀ: ଆମେରିକା ପୁଣି ଥରେ ଭାରତ ବିରୋଧୀ ପଦକ୍ଷେପ ନେଇଛି। ଭାରତ ପ୍ରତି ଟ୍ରମ୍ପ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚୀନ, ତାଇୱାନ ଦେଶ ସହିତ ଭାରତକୁ କରେନ୍ସି ମ୍ୟାନିପୁଲେଟର୍ସ ଅର୍ଥାତ୍‌ ମୁଦ୍ରା ହେରଫେର…
Read More...

ଭାରତ-ଚୀନ ସୀମା ବିବାଦକୁ ନେଇ ଏପରି କହିଲେ ବିପିନ ରାୱତ

କଲକାତା: ଚୀନ ସହିତ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ସୀମାରେ ଚୀନର ଜବରଦଖଲ ଉଦ୍ୟମକୁ ଭାରତ କଡ଼ା ବିରୋଧ କରିଛି। ଏହି ପରିସ୍ଥିତିରେ ତିନି ସେନାର ମୁଖ୍ୟ ତଥା ଚିଫ୍‌ ଅଫ୍‌ ଡିଫେନ୍ସ…
Read More...

ପାକ୍‌ର ଆଶଙ୍କା; କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ୍‌ ଷ୍ଟାଇକ୍‌

ଇସଲାମାବାଦ: ପାକିସ୍ତାନକୁ ପୁଣି ଥରେ ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭୟ ଘାରିଛି। ଭାରତ ଦେଶରେ ଚାଲିଥିବା କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ପାକିସ୍ତାନ…
Read More...

ଅସରନ୍ତି ସମସ୍ୟା ଭିତରେ କୃଷକ ଓ କୃଷିକାର୍ଯ୍ୟ

ବରପାଲି : କୃଷକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପ୍ରଣୟନ ମାଧ୍ୟମରେ ମାନସିକ ଓ ଆର୍ଥିକ ମାନଦଣ୍ଡକୁ ସଳଖ ରଖିବାକୁ ଚେଷ୍ଟା ଜାରି ରଖଥିବା ଡିଣ୍ଡିମା ପିଟୁଥିବା ବେଳେ ଅନାଦି କାଳରୁ ଚାଷୀ ନିଜସ୍ୱ…
Read More...

କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ; କାନାଡ଼ା ପରେ ଏହି ଦେଶ ଉଠାଇଲା ପ୍ରଶ୍ନ

ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। କାନାଡ଼ା ପରେ ଏବେ ବ୍ରିଟେ​‌ନରୁ ସମର୍ଥନ ମିଳିଛି। ବ୍ରିଟେନ୍‌ କେତେଜଣ ସାଂସଦ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବ୍ରିଟେନ ସରକାର…
Read More...

ଭାରତର ଚେତାବନୀ ପରେ ଏପରି ମନ୍ତବ୍ୟ ଦେଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାୱା: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସମର୍ଥନ କରିବା ପ​‌ରେ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ ନ କରିବା ପାଇଁ…
Read More...

କାନାଡାକୁ ଭାରତର ଚେତାବନୀ

ନୂଆଦିଲ୍ଲୀ: ଭାରତରେ କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଇଥିବା ମନ୍ତବ୍ୟକୁ ଭାରତ ନାପସନ୍ଦ କରିଛି। ଭାରତ ପକ୍ଷରୁ କାନାଡ଼ାକୁ ଚେତାବନୀ ସ୍ବରୂପ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା…
Read More...

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା…
Read More...

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭ହଜାର ୪୧୬କୁ ବୃଦ୍ଧି ; ଦିନକରେ ୭୩, ୨୭୨ଆକ୍ରାନ୍ତ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ପୂର୍ବ ଅପେକ୍ଷା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଦେଶରେ ୨୪ ଘଣ୍ଟାରେ ୭୩, ୨୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…
Read More...