Browsing Tag

india

ସୀମାରେ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛି ଚୀନ: ବୟାନ ଜାରିକଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୀମାରେ ଚୀନ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛି । ଏହା ସତ୍ବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର…
Read More...

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ; ସୀମା ବିବାଦ ପରେ ପ୍ରଥମ ମନ୍ତ୍ରିସ୍ତରୀୟ ଆଲୋଚନା

ରୁଷଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗ୍ହଙ୍କ ମଧ୍ୟରେ ମସ୍କୋରେ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ସାଂଘାଇ ସହଯୋଗ ସମିତି ବୈଠକରେ ଯୋଗଦେବା…
Read More...

ମାନିଲା ପାକିସ୍ଥାନ: କାଶ୍ମୀର ପ୍ରସଙ୍ଗରେ ବିଶ୍ବ ସମୁଦାୟ ଭାରତ ସପକ୍ଷରେ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଆଭିମୁଖ୍ୟକୁ ସାରା ବିଶ୍ବ ଗ୍ରହଣ କରିନାହିଁ । ଭାରତ ସପକ୍ଷରେ ବିଶ୍ବ ସମୁଦାୟ ରହିଛି । ସାରା ଦୁନିଆର ଦେଶକୁ ଲାଗୁଛି ଭାରତର ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ବଜାରରୁ…
Read More...

ବଜାରକୁ ଫେରିଲା ୬୦ ଦଶକର ଭେସ୍ପା ରେସିଂ ସ୍କୁଟର

ନୂଆଦିଲ୍ଲୀ : ଭେସ୍ପାର ଲୋକପ୍ରିୟ ସ୍କୁଟର ଭେସ୍ପା ରେସିଂ ସ୍କୁଟର ୬୦ ପୁଣି ଥରେ ଭାରତୀୟ ବଜାରକୁ ଫେରିଛି। ଏହା ୬୦ ଦଶକର ସ୍ମୃତିକୁ ତାଜା କରିଛି। ଦୀର୍ଘ ଦିନର ଗ୍ରାହକମାନେ ଏହି ସ୍କୁଟରକୁ ଅପେକ୍ଷା କରିଥିଲେ।…
Read More...

୫୧% ଚୀନା ନାଗରିକଙ୍କ ପସନ୍ଦ ମୋଦୀ; ଭାରତର ଚୀନ ବିରୋଧୀ ମନୋଭାବକୁ ୭୦% ଲୋକଙ୍କ ନାପସନ୍ଦ

ବେଜିଂ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଏବେ ଶୀର୍ଷସ୍ତରରେ । ଦୁଇ ଦେଶ ସୀମାରେ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି ।  ସାମରିକ ବାହିନୀକୁ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ…
Read More...

ଚୀନରୁ ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଲାଗିବ ବ୍ରେକ

ନୂଆଦିଲ୍ଲୀ: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌…
Read More...

ଭାରତର ଏହି ୩ ଜଣ ରାଷ୍ଟ୍ରପତି, ବେତନର ୭୦ରୁ ୭୫ % ଅର୍ଥ ଦେଶ ଉଦ୍ଦେଶ୍ୟରେ କରୁଥିଲେ ଦାନ

ନୂଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନା ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ-ବିଧାୟକମାନେ ସେମାନଙ୍କ ଦରମା ୩୦ ପ୍ରତିଶତ ଦାନ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ତାଙ୍କ ବେତନର ୩୦…
Read More...

ଭାରତୀୟ ଅଞ୍ଚଳ ବନ୍ଧକ ରଖି ଚୀନଠାରୁ ୨ ବିଲିଅନ ଡ଼ଲାର ଋଣ ଆଣିବ ପାକିସ୍ଥାନ!

ଇସଲାମାବାଦ: ଚୀନଠାରୁ ୨ ବିଲିଅନ ଡ଼ଲାର ଋଣ ପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ବେଲୁଚିସ୍ଥାନ ଓ ଗିଲଗିଟ୍ ଅଞ୍ଚଳକୁ ବନ୍ଧା ଦେଇପାରେ ପାକିସ୍ଥାନ ।   ଚୀନ ସର୍ତ ରଖିଛି ଯେ ପାକିସ୍ଥାନକୁ ସେ ୨ ବିଲିଅନ ଡ଼ଲାର ଋଣ…
Read More...

ପାକିସ୍ଥାନକୁ ଧକ୍କା: ବିଦେଶ ମନ୍ତ୍ରୀ କ୍ୟୁରେଶୀଙ୍କୁ ଭେଟିବାକୁ ମନା କଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ବେଜିଂ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ସାକ୍ଷାତକାରରେ ଚୀନକୁ ନିଜର ବନ୍ଧୁବୋଲି କହିଛନ୍ତି । ମାତ୍ର ଏପରି ଲାଗୁଛି ଏହି ପୁରୁଣା ବନ୍ଧୁ ପାକିସ୍ଥାନକୁ ମଧ୍ୟ ଅଣଦେଖା କରିବା ଆରମ୍ଭ କରିଛି । ବେଜିଂରେ…
Read More...

ଭାରତ ଉପରେ ପରମାଣୁ ଆକ୍ରମଣ ଲାଗି ପାକିସ୍ଥାନ ରେଳମନ୍ତ୍ରୀଙ୍କ ଧମକ; ଶୁଣନ୍ତୁ କଣ କହୁଛନ୍ତି ସେ

ନିଜ ବିବାଦୀୟ ବୟାନ ନିମନ୍ତେ ସର୍ବଦା ଚର୍ଚାରେ ରହୁଥିବା ପାକିସ୍ଥାନ ରେଳମନ୍ତ୍ରୀ ଶେଖ ରସିଦ୍ ପୁଣିଥରେ ଭାରତ ବିରୋଧରେ ଦେଇଛନ୍ତି ଭୟଙ୍କର ମନ୍ତବ୍ୟ । ଭାରତ ସହ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେ ଭାରତ…
Read More...