Browsing Tag

india

ୟୁଏଇ ଏବଂ ସିଙ୍ଗାପୁର ଭଳି ଭାରତରେ ନିର୍ମାଣ ହେବ ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା, ଏହି ରାଜ୍ୟକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : ୟୁଏଇ ଏବଂ ସିଙ୍ଗାପୁର ସହରର ବଡ ବଡ ଅଟ୍ଟାଳିକା ଉପରେ ସମସ୍ତଙ୍କ ଆଖି କିଛି ସମୟ ପାଇଁ ଅଟକିଯାଏ। ଲୋକମାନେ ଏହିପରି ଅଟ୍ଟାଳିକା ଦେଖିବାକୁ ବିଦେଶ ଯିବାକୁ ଇଚ୍ଛା କରନ୍ତି। କିନ୍ତୁ ଏବେ ସେଭଳି ଅଟ୍ଟାଳିକା…
Read More...

ମାତ୍ର ୨୭ ଟଙ୍କାରେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ, ଉତ୍ପାଦନ ପାଇଁ ଏହି ଭାରତୀୟ କମ୍ପାନୀକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : କରୋନା ମହାମାରୀ ଟୀକା ବାହାର କରିବା ପାଇଁ ଭାରତ ସମେତ ଅନେକ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଗତ କିଛି ମାସ ମଧ୍ୟରେ କରୋନା ଚିକିତ୍ସା ପାଇଁ ଅନେକ ଔଷଧ ମଧ୍ୟ ବାହାରିଛି। କରୋନା ଚିକିତ୍ସାରେ…
Read More...

ସ୍ୱାଧୀନତାର ୪୦ ବର୍ଷ ପୂର୍ବରୁ ବିଦେଶରେ ଭାରତର ପତାକା ଉତ୍ତୋଳନ କରିଥିଲେ ଏହି ମହିଳା

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ) : ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନ କବଳରୁ ସ୍ୱାଧୀନତା ହାସଲ କରିଥିଲା। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ଦିନ ଅତି ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଆମ ଦେଶ ୭୪…
Read More...

ଏଲଏସି ବିବାଦରେ ଭାରତକୁ ଆମେରିକାର ସମର୍ଥନ; ଚୀନ ବିରୋଧରେ ସିନେଟ୍‌ରେ ଆଲୋଚନା ପ୍ରସ୍ତାବ

ୱାଶିଂଟନ: ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ବିବାଦ ଲାଗି ରହିଛି। କିନ୍ତୁ ଏହି ବିବାଦ ମଧ୍ୟରେ ଆମେରିକା ଭାରତକୁ ଦୃଢ଼ ସମର୍ଥନ କରିଛି। ଚୀନର ଷଡ଼ଯନ୍ତ୍ରମୂଳକ ଆଭିମୁଖ୍ୟ ବିରୋଧରେ…
Read More...

ବଦଳିଲା ଚୀନ ସ୍ବର: ତିକ୍ତ-ମଧୁର ସମ୍ପର୍କ ସ୍ବାଭାବିକ କଥା, ଭାରତ ପରିସ୍ଥିତିକୁ ଆଉ ଜଟିଳ ନ କରୁ

ଦୁଇ ଦେଶ ମଧ୍ୟରେ ସନ୍ଦେହ ପରିବର୍ତ୍ତେ ବିଶ୍ଵାସ ସ୍ଥାପନ ଜରୁରୀ: ଚୀନ୍ ରାଷ୍ଟ୍ରଦୂତ ନୂଆଦିଲ୍ଲୀ: ଲାଦାଖର ଗଲୱାନରେ ଚାଲିଥିବା ସୀମା ବିବାଦ ଭାରତ ଓ ଚୀନ ସମ୍ପର୍କରେ ଆଣିଛି ତିକ୍ତତା । ଚୀନର ମୁକାବିଲା ପାଇଁ ଭାରତ…
Read More...

ଆମେରିକା, ରୁଷ ଓ ୟୁରୋପୀୟ ଦେଶଠାରୁ ଭାରତର ସଂକ୍ରମଣ ହାର ଅଧିକ

କରୋନା ସଂକ୍ରମଣରେ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ଅତିକ୍ରମ କରିଛି । ଏହା ସତ୍ବେ ଦେଶରେ ପରିସ୍ଥିତି ଭୟାବହ ହୋଇଛି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ୩୦ ଜାନୁଆରୀରେ କରୋନା ଭୂତାଣୁ ସୂଚନା…
Read More...

ଭାରତ ଆଭିମୁଖ୍ୟରେ ଚକିତ ଚୀନ; ପଛଘୁଞ୍ଚା ଦେବା ଆଶଙ୍କା : ଏଫସାସ୍

ନୂଆଦିଲ୍ଲୀ:  ପୂର୍ବ ଲାଦାଖରେ ସୃଷ୍ଟି ହୋଇଥିବା ବିବାଦରେ ସାରା ବିଶ୍ଵ ଭାରତ ସହ ଠିଆ ହୋଇଛି । ଏହା ସତ୍ବେ ଭାରତ ଏକାକୀ ଚୀନ ସହ ଲଢ଼ିବାକୁ ଦମ୍ଭ ବାନ୍ଧିଛି । ୟୁରୋପର ଏକ ଥିଙ୍କଟ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା…
Read More...

ଜାତିସଂଘରେ ପାକିସ୍ଥାନ ମୁହଁ ବନ୍ଦ କଲା ଭାରତ: ଅପରାଧୀ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି ପଡ଼ୋଶୀ

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଉଠାଇଲା ସୀମାପାର ଆତଙ୍କବାଦ ପ୍ରସଙ୍ଗ ଆତଙ୍କବାଦ ସବୁ ଦେଶ ପାଇଁ ବିପଦ, ସବୁ ଦେଶ ଓ ସବୁ କ୍ଷେତ୍ରରେ ବଢ଼ୁଛି ସଙ୍କଟ  ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉଚ୍ଚସ୍ତରୀୟ…
Read More...

ତୁର୍କୀକୁ ଭାରତର ଚେତାବନୀ: ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରୁହ

ନୂଆଦିଲ୍ଲୀ:  କୌଣସି ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରହିବାକୁ ତୁର୍କୀକୁ ଚେତାବନୀ ଦେଇଛି ଭାରତ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ତୁର୍କୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ଭାରତ…
Read More...

ମୋଦୀଙ୍କୁ ନିଶାଣ କଲେ ରାହୁଳ: ଚୀନ ନାଁ ନେବାକୁ ପ୍ରଧାନମନ୍ତ୍ରୀ ଡ଼ରୁଛନ୍ତି

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ । ନିୟମିତ ଭାବରେ ସେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି । ଗୁରୁବାର ମଧ୍ୟ ରାହୁଳ…
Read More...