Browsing Tag

harabhanga

କରୋନା ସମୟରେ କରୁଣ ଚିତ୍ର: ଅସୁରକ୍ଷିତ ଅବସ୍ଥାରେ ମଦ ଦୋକାନ ବାରଣ୍ଡାରେ ମାଆ, ପୁଅ

ହରଭଙ୍ଗା: ଚଳିତ ମାସରେ ପ୍ରାଣଘାତୀ ମହାମାରୀ କୋରୋନାର କାୟାବିସ୍ତାରକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରୁ ନ ବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସଂପ୍ରତି କୋରୋନା କଟକଣାରେ ଚାରିଆଡେ ଲକଡାଉନ…
Read More...

ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦେଲେ ବିଡିଓ

ହରଭଙ୍ଗା: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକଡାଉନ ବଳବତର ରହିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଅସହାୟ ଲୋକଙ୍କ ଅସୁବିଧାକୁ ଭୁଲି ନାହାନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ…
Read More...

ହରଭଙ୍ଗାରୁ ୩୭ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୧୮

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଶୁକ୍ରବାର ବ୍ଲକର ବିଭିନ୍ନ ଅଞ୍ଚଳରୁ ୩୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…
Read More...

ହରଭଙ୍ଗାରେ କରୋନାର ଲମ୍ବଡିଆଁ, ୧୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନା ବିସ୍ଫୋରକ ରୂପ ଧାରଣ କରିଛି। ଗୁରୁବାର ବ୍ଲକରୁ ରେକର୍ଡ ସଂଖ୍ୟକ ୧୮୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ୫୮୧ରେ…
Read More...

କରୋନା: ହରଭଙ୍ଗା ବ୍ଲକରୁ ୩୪ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୩୯୫

ହରଭଙ୍ଗା: ହରଭଙ୍ଗା ବ୍ଲକରୁ ବୁଧୁବାର ୩୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଈ ବ୍ଲକରେ ସଂକ୍ରମିତ ସଂଖ୍ୟା ଚାରିଶତକ ମୁହାଁ ହୋଇ ୩୯୫ରେ ପହଞ୍ଚିଛି। ଆଜି ଆକ୍ରାନ୍ତ ତାଲିକାରେ…
Read More...

ହୃଦଘାତରେ ଆଇନଜୀବୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୦)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ…
Read More...

ହରଭଙ୍ଗାରେ କରୋନାର ବିସ୍ଫୋରକ ସ୍ଥିତି, ପ୍ରଶାସନ ନିଦାବିଷ୍ଣୁ

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନା ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଏହାପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା କଟକଣା କଡ଼ାକଡ଼ି କରାଯାଉ ନ ଥିବାରୁ ଗ୍ରାମାଞ୍ଚଳରେ ସ୍ଥିତି ବିଗିଡିବାକୁ ଲାଗିଛି। ଫଳରେ କରୋନା…
Read More...

ହରଭଙ୍ଗାରୁ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୩୨

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ତାଲିକାରେ ହରଭଙ୍ଗା ବ୍ଲକର ଛତ୍ରଙ୍ଗ, ହରଭଙ୍ଗା, କରଡି, ଆଡେଣିଗଡ, ମହୀବାହାଲ୍, ଲଇଗାଁ ଏବଂ ସରସରା…
Read More...

ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: କରୋନାର ଦ୍ରୁତ ସଂକ୍ରମଣ ବର୍ତମାନ ସମସ୍ତଙ୍କ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣର ଉପରମୁହାଁ ସାଙ୍ଗକୁ ଆଗକୁ ଫେରନ୍ତା ପ୍ରବାସୀଙ୍କ ଥଇଥାନ ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ…
Read More...

ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମରେ ବୁଧୁବାର ସକାଳେ ଅଗ୍ନିକାଣ୍ଡ ଘଟି ସଂଜୀବ ଦୀପଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ହରଭଙ୍ଗା ଦମକଳ…
Read More...