www.samajalive.in
Saturday, December 6, 2025
14.1 C
Bhubaneswar

ହରଭଙ୍ଗା ବ୍ଲକରେ କରୋନା ସଂକ୍ରମିତ ସଂଖ୍ୟା ୧ ହଜାର ପାର୍

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଗାଁରୁ ଗାଁକୁ ମହାମାରୀ ବ୍ୟାପିବାରେ ଲାଗିଛି। ଗତ ୧୦/୧୨ଦିନ ମଧ୍ୟରେ ବ୍ଲକରେ କରୋନା ସଂକ୍ରମିତ ସଂଖ୍ୟା ବୁଧୁବାର ଏକ ହଜାର ପାର ହୋଇଛି।

ଆଜିର ରିପୋର୍ଟ ଅନୁସାରେ, ବ୍ଲକରୁ ୬୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ୧ହଜାର୦୬ରେ ପହଞ୍ଚିଛି। ଆଜିର ଆକ୍ରାନ୍ତ ତାଲିକାରେ ବ୍ଲକର ତୁକୁଲୁଣ୍ଡାରୁ ୧୧ଜଣ, କଂରଜକଟାରୁ ୦୬ଜଣ, ଭେଜିଗୁଡାରୁ ୦୬ଜଣ, ସାମ୍ପୋଚରୁ ୦୪ଜଣ, ପୁରୁଣାକଟକରୁ ୦୪ଜଣ, ବାମଣ୍ଡା, ଚାରିଛକ, ଛତ୍ରଙ୍ଗ, କାନପୁର, ଶ୍ୟାମସୁନ୍ଦରପୁର, ମାଉଲଶିଙ୍ଗା, ବୁରୁବୁଡା, ସାନବୁଟୁପାଲ୍ଲୀରୁ ୨ଜଣ ଲେଖାଏଁ ଏବଂ ସରସରା, ରଇଠାଣୀ, ଶଙ୍କୁଲେଇ, ବୁଲୁରା, ରାମଗଡ, ସାଲକଟା, ଲଇଗାଁ, ବୁକେସିଙ୍ଗା ଏବଂ ଟାଙ୍ଗରପାଲ୍ଳୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories