www.samajalive.in
Saturday, December 6, 2025
14.1 C
Bhubaneswar

ଗାଁ ମୁହାଁ ମହାମାରୀ: ହରଭଙ୍ଗା ବ୍ଲକରୁ ୬୮ ନୂଆ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୯୪୬

ହରଭଙ୍ଗା: ସହର, ବଜାର ଅପେକ୍ଷା ଗାଁ ଗାଁରେ ମହାମାରୀ ଦ୍ରୁତ ବେଗର ବ୍ୟାପୁଛି। ସଂକ୍ରମଣ ବଢୁଥିବାରୁ ଚିନ୍ତା ବି ବଢୁଛି। ମଙ୍ଗଳବାରର ରୋପୋର୍ଟ ଅନୁସାରେ ହରଭଙ୍ଗା ବ୍ଲକରୁ ୬୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା ଏକ ହଜାର ପାଖାପାଖି ହୋଇ ୯୪୬ରେ ପହଞ୍ଚିଲାଣି।

ଆଜିର ତାଲିକାରେ କରଞ୍ଜକଟା ପଂଚାୟତର ତୁକୁଲୁଣ୍ଡା ଗ୍ରାମରୁ ୩୧ଜଣ, କରଞ୍ଜକଟାରୁ ୦୯ଜଣ, ଚାରିଛକରୁ ୦୮ଜଣ, କୃଷ୍ଣପାଲ୍ଲୀରୁ ୦୭ଜଣ, ରୁଗୁଡିପାଲ୍ଲୀ, ବୃନ୍ଦାବନ, ଝାଡ୍ରାଜିଂରୁ ୨ଜଣ ଲେଖାଏଁ ଏବଂ ସାନବୁଟୁପାଲ୍ଲୀ, ମାଉଲସିଙ୍ଗା, ଘୋରଡା, କରଡି, ଲମ୍ବାକାନୀ, ତାଳବାହାଲ ଏବଂ ମାଧପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories