Browsing Tag

gopalpur

ଗୋଳନ୍ଥରା ଥାନା ପରିସରରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲା: ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ, ଥାନା ଆଇଆଇସି ଡିପିଓକୁ…

ଗୋପାଳପୁର: ଗୋଳନ୍ଥରା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷ ପରିସରରେ ଅଟକ ରହିଥିବା ଅଭିଯୁକ୍ତ ଗଣେଶ ଡାକୁଆର ଆତ୍ମହତ୍ୟା ମାମଲାରେ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ଵରେ ଅବହେଳା…
Read More...

ରାମଚନ୍ଦ୍ରପୁରରେ ଚଢ଼ାଉ କରାଯାଇଥିବା ତେଲ କମ୍ପାନୀ ମାଲିକଙ୍କ ନାମରେ ମାମଲା ରୁଜୁ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଥିବା ଗ୍ଲୋବାଲ ଏଗ୍ରୋଟେକ ତେଲ କାରଖାନା ଉପରେ ସୋମବାର ଗୋପାଳପୁର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। କମ୍ପାନୀ ମାଲିକଙ୍କ ପକ୍ଷରୁ କୈାଣସି…
Read More...

ଆନ୍ଧ୍ର ପ୍ରତିନିଧି ଦଳକୁ ଭେଟିଲେ ଗୋପାଳପୁରର ବୁଦ୍ଧିଜୀବୀ

ଗୋପାଳପୁର : ଆନ୍ଧ୍ର ପ୍ରଦେଶ ବିଧାନ ମଣ୍ଡଳୀରୁ ଆସିଥିବା ୪ ଜଣିଆ ପ୍ରତିନିଧି ଦଳ ସହ ଗୋପାଳପୁରର ବୁଦ୍ଧିଜୀବୀମାନେ ଆଲୋଚନା କରିଛନ୍ତି। ଆଜି ଅପରାହ୍ନରେ ଗୋପାଳପୁର ଆଖ ପାଖ ଅଂଚଳରେ ଥିବା ପି. ଏମ୍ ହାଇସ୍କୁଲ, ବାଳିକା…
Read More...

ଚାଇଲ୍ଡ ଲାଇନ୍ ତରଫରୁ ମନୋସାମାଜିକ ସହାୟତା କାର୍ଯ୍ୟକ୍ରମ

ଗୋପାଳପୁର : ଆଇ ଏସ ଆର୍ ଡି ଓ ଚାଇଲ୍ଡ ଲାଇନ ବ୍ରହ୍ମପୁର ତରଫରୁ ଡୁରା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ମନୋସାମାଜିକ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚାଇଲ୍ଡ ଲାଇନର…
Read More...

ଗୋପାଳପୁରକୁ ପ୍ରବେଶ ନେଇ ଅତ୍ୟାଧିକ କଟକଣା

ଗୋପାଳପୁର: ଗୋପାଳପୁରକୁ ଅଧିକ ଆକର୍ଷଣୀୟ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକୁ…
Read More...

ଗୋପାଳପୁର ବିଧାୟକଙ୍କ ପରେ ଏବେ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓଙ୍କୁ ହଟାଇବା ଦାବୀ ଜୋର ଧରିଲା

ଗୋପାଳପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇବା ନିମନ୍ତେ ରଙ୍ଗେଇଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ବ୍ଲକ…
Read More...

ନୂତନ ପ୍ରଜାତିର ମାଛ ଆବିଷ୍କାର

ଗୋପାଳପୁର: ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଆଘାଟ ଉପକୂଳରୁ ଏକ ନୂତନ ପ୍ରଜାତିର ମାଛ ଠାବ ହେବା ସହ ଏହା ନେଇ ଅଧିକ ଗବେଷଣା ଚାଲୁ ରହିଥିବା ଜଣାପଡିଛି। ଏହି ପ୍ରଜାତିର ମାଛକୁ ଓଡ଼ିଶାର ପାରାଦୀପ ଉପକୂଳରୁ…
Read More...

୩୧ ଓ ୧ ତାରିଖରେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ନାଁ

ଗୋପାଳପୁର: ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ପାଇଁ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନା କରାଯିବ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ନିକଟରେ ଆଜି ଦିନ ପ୍ରାୟ ୩.୩୦ ସମୟରେ ଆର୍ମୀ ବାଉଣ୍ଡରିର ସିମେଣ୍ଟ ପିଲରକୁ ଧକ୍କା ଦେଇ ଆରୁଆପଲ୍ଲୀ ଗ୍ରାମର ପପୁ ଦାସ(୨୨)ଙ୍କର ମୃତ୍ୟୁ ହୋଇଥିବା ବେଳେ ରଞ୍ଜନ ଦାଶ…
Read More...

କଂଗ୍ରେସ ପକ୍ଷରୁ ଗୋପାଳପୁର ବିଧାୟକଙ୍କୁ ଗିରଫ କରିବା ଦାବିରେ ଥାନାରେ ଏତଲା

ଗୋପାଳପୁର: ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆଶିଷ ପାଠକଙ୍କ ପକ୍ଷରୁ ଟାଟା ମୋର୍ଟସରେ ଜାଲ ନିଯୁକ୍ତି ପତ୍ର ପ୍ରଦାନ ମାମଲାରେ ବିଧାୟକଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିବା ସହ…
Read More...