Browsing Tag

flood

ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ…
Read More...

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ…
Read More...

ଶୀଘ୍ର ଆଇଟିଆର ଦାଖଲ ପାଇଁ ଅନୁରୋଧ କଲା ଆୟକର ବିଭାଗ

ଡେସ୍କ: ଆୟକର ଦାଖଲ ନିମନ୍ତେ ସମୟସୀମା ଗତ ଜୁଲାଇ ମାସ ୩୧ ରହିଥିଲା ବେଳେ ଯେଉଁମାନେ କୌଣସି କାରଣରୁ ଆଇଟିଆର ଦାଖଲ କରିପାରିନାହାନ୍ତି, ସେମାନଙ୍କୁ ଶୀଘ୍ର ଆଇଟିଆର ଦାଖଲ ନିମନ୍ତେ ଇ-ଫାଇଲିଂ କରିବାକୁ ଆୟକର ବିଭାଗ…
Read More...

ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଆଗରେ ଶ୍ରୀଲଙ୍କାର ୨୩୧ ରନର ଟାର୍ଗେଟ

ଡେସ୍କ: ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଆଜି ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା, ଭାରତ ଆଗରେ ୨୩୧ ରନର ଟାର୍ଗେଟ ରଖିଛି। ଆଜି ଟସ…
Read More...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮…
Read More...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୭.୫% ଅଧିକ ବୋଲି ଜଣାପଡିଛି। ୨୦୨୩…
Read More...

୫୦ ମିଟର ରାଇଫଲ ଥ୍ରୀ-ପୋଜିସନ ସୁଟିଂରେ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ

ଡେସ୍କ: ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚନା କରିଛନ୍ତି। ଅନ୍ତିମ ରାଉଣ୍ଡରେ…
Read More...

ନୌସେନା ଜାହାଜ-ମତ୍ସ୍ୟଜୀବୀ ଡଙ୍ଗା ଧକ୍କା – ଜଣେ ମୃତ, ଅନ୍ୟଜଣେ ନିଖୋଜ

ଡେସ୍କ: ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଭାରତ ଆଜି ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କରିଥିଲା।…
Read More...

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଡେସ୍କ: ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ…
Read More...

ୱାୟନାଡ ଭୂସ୍ଖଳନ ପ୍ରସଙ୍ଗ – ଅମିତ ଶାହାଙ୍କ ଆଗୁଆ ଚେତାବନୀ ଦାବିକୁ ଖଣ୍ଡନ କଲେ କେରଳ ମୁଖ୍ୟମନ୍ତ୍ରୀ

ଡେସ୍କ: ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପୂର୍ବରୁ ରାଜ୍ୟକୁ ଆଗୁଆ ପାଣିପାଗ ସତର୍କ ସୂଚନା ଦିଆଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବିକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଖଣ୍ଡନ…
Read More...